Odia News Portal

ଆଜି ଭାରତ ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦

କଲମ୍ବୋ: ଆଜି ଭାରତ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଦ୍ୱିତୀୟ ଟି-୨୦ । ଗତକାଲି ଏହି ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭାରତୀୟ ଦଳର ଅଲରାଉଣ୍ଡର କୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯେଉଁ କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏହି ମ୍ୟାଚ୍ ବୁଧବାର ରାତି ୮ଟାରେ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ

ବାଙ୍ଗାଲୋର:କର୍ଣ୍ଣଟାକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ । ଆଜି ରାଜ୍ୟପାଳ ତାଙ୍କୁ ଶପଥପାଠ କରାଇଛନ୍ତି । ଗୋପନୀୟତାର ସହ ହୋଇଛି ଶପଥପାଠ । ତେବେ ଆଗାମୀଦିନରେ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହେବ । କର୍ଣ୍ଣାଟକରେ ବିଏ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ଭାରତୀୟ ଜନତା

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୩ ହଜାରରୁ ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୬ ଶହରୁ ଅଧିକ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୩,୬୫୪ କରୋନାଭାଇରସ୍ଜନିତ ନୂତନ

କମୁଛି ସଂକ୍ରମଣ, ଆଜି ରାଜ୍ୟରେ ୧୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭୦୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୯୮୮ ଏବଂ ସ୍ଥାନୀୟ ସଂକ୍ରମିତ ୭୧୫ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୫୯, ବାଲେଶ୍ୱର ୮୮, ବରଗଡ ୬, ଭଦ୍ରକ ୭୦, ବଲାଙ୍ଗିର ୩, ବଉଦ ୪

ଆଜି ରାଜ୍ୟରେ ୬୯ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ମଙ୍ଗଳବାର ଗୋଟିଏ ଦିନରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ୫୭୦୩କୁ ବୃଦ୍ଧିପାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ସୁନ୍ଦରଗଡ ଜିଲାରୁ ୧୦ ଏବଂ ଅନଗୁଳ

ଟୋକିଓ ଅଲିମ୍ପିକ୍ସ, କ୍ୱାଟରରେ ସିଦ୍ଧୁ

ଟୋକିଓ: ଭାରତୀୟଙ୍କ ଲାଗି ଖୁସି ଖବର । ଟୋକିଓ ଅଲିମ୍ପିକ୍ସରେ କ୍ୱାଟରରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଡମିଷ୍ଟନ ତାରକା ପିଭି ସିଦ୍ଧୁ । ଅନ୍ୟ ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ

ବାବାଙ୍କ ପାଦ ତଳେ ସ୍ୱର୍ଗ ଥାଏ, ଏହାକୁ କିଭଳି ଅନୁଭବ କରିବା

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ବର୍ଣ୍ଣିତ ନବଧା ଭକ୍ତି ମଧ୍ୟରୁ ଗୁରୁ ପାଦ ସେବା ଏକମତ । ସମାଧି ପ୍ରାପ୍ତ ହେବା ପରେ ଗୁରୁ ନଶ୍ୱର ଶରୀର ତ୍ୟାଗ କରନ୍ତି । ଏହାପରେ ଗୁରୁଙ୍କ ଚରଣ ଯୁଗଳ ଶିଷ୍ୟର ପ୍ରଥମ ଧ୍ୟେୟ ହେବା ଉଚିତ । ତେବେ ବାବାଙ୍କ ଭକ୍ତ ଗୁରୁଙ୍କର ପାଦରୁ ମସ୍ତକ ଏବଂ ମସ୍ତକରୁ ପାଦକୁ

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ସୋମାପା ବୋମାଇ

କର୍ଣ୍ଣାଟକ ରାଜନୀତିର ଏବେ ଅନ୍ୟତମ କର୍ଣ୍ଣଧାର ବାସବରାଜ ସୋମାପା ବୋମାଇ । ଗୃହ ଓ ପାର୍ଲାମେଂଟ ଆଫାୟାର ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦରେ ଥିବା ବାସବରାଜ ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ତାଙ୍କ ନାଁରେ ମୋହର ମାରିବା ପରେ ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ

ଓଡିଶାରେ ଗୀତ ଗାଇଲେ ଗୋବିନ୍ଦା

ଭୁବନେଶ୍ୱର: ଓଡିଶା ଆସି ହିନ୍ଦୀ ଗୀତ ଗାଇଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଜି।ଆଉ ଲୋକପ୍ରିୟ ସଙ୍ଗୀତ ନିର୍ଦେଶକ ଗୁଡିଲି ରଥଙ୍କ ସ୍ୱର ସଂଯୋଜନାରେ ବଲିଉଡ ସୁପରଷ୍ଟାର ଗୋବିନ୍ଦା ଜି ଆଜି ଗାଇଛନ୍ତି ହିଦି ଗୀତ ଭୁବନେଶ୍ୱରର ଏସ ଏସ ଡି ଷ୍ଟୁଡିଓ ରେ।ଗୀତ ଗାଇବା ଓ ଲେଖିଛନ୍ତି ଅଭିନେତା

ଝଟକିବ ସୁଆଣ୍ଡୋ

ଭୁବନେଶ୍ୱର : ଝଟକିବ ସୁଆଣ୍ଡୋ। ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଗାର ହେବ ଉନ୍ନତି କରଣ। କାବିନେଟରେ ନିଆଯାଇଛି। ଆଜି ଏ ନେଈ ସୂଚନା ଦେଇଛନ୍ତି ମୁଖ୍ଯ ଶାସନ ସଚିବ ସୁରେଶ ମହାପାତ୍ର। ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଓ ସୌନ୍ଦର‌୍ୟ୍ୟକରଣ କରି ଏହାକୁ ଏକ