Odia News Portal

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୦୮୨ ଏବଂ ସ୍ଥାନୀୟ ସଂକ୍ରମିତ ୭୮୨ ରହିଥିବା ଜଣାଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନଗୁଳ ଜିଲାରୁ ୬୯, ବାଲେଶ୍ୱର ୧୧୪, ବରଗଡ ୨୪, ଭଦକ୍ର ୬୫ ଓ

ଟୋକିଓ ଅଲମ୍ପିକ, ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଭାରତୀୟଙ୍କ ଲାଗି ଖୁସି ଖବର । ଟୋକିଓ ଅଲିମ୍ପିକ୍ସରେ ପୁରୁଷ ହକିରେ ଭାରତର ଦମଦାର ବିଜୟ। ବିଜୟରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ଅଲିମ୍ପିକ୍ସରେ ଭାରତର ପ୍ରଥମ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା ଭାରତ । ଭାରତ ବିଜୟର ହିରୋ ରହିଥିଲେ ହରମନପ୍ରୀତ । ସେ ଦୁଇଟି ଗୋଲ

ଆଜିଠୁ ଆନନ୍ଦ ବଜାରରେ ମିଳିବ ଅବଢ଼ା

ପୁରୀ: ରତ୍ନବେଦି ଛାଡ଼ି ଜନ୍ମବେଦୀରେ ଅବସ୍ଥାନ କରିଥିଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ମହାବାହୁ ନଥିବାରୁ ଛପନ ପଉଟି ଭୋଗ ହେଉ ନଥିଲା । ତେବେ ୧୩ଦିନ ଲାଗି ଆନନ୍ଦ ବଜାରରେ ଅବଢ଼ା ମିଳୁନଥିଲା । ଶ୍ରୀଗୁଣ୍ଡିଚା ସମୟରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ। କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ

ବାବାଙ୍କୁ ପ୍ରାର୍ଥନା କରିବାର ସର୍ବୋତ୍ତମ ରୀତି କଣ?

ଭୁବନେଶ୍ୱର: ବାବାଙ୍କ ଫଟୋର ପାଦନଠୁ ଉୃଳ ଓ ମସ୍ତକଠୁ ପାଦ ପର୍ଯ୍ୟନ୍ତ ନିରୀକ୍ଷଣ କର । ଶ୍ରୀ ସତଚରିତରେ ବାବା ନିଜେ ତାଙ୍କ ପୂଜା କରିବାର ଏହି ସୂତ୍ରଟି ବତାଇଛନ୍ତି । ତୁମେ ଜାଣିଥିବ ଯେ କୌଣସି ଭାଷାରେ ବାବାଙ୍କର ଆରତୀ ଗାନ କର, କିମ୍ବା ତୁମେ ଜାଣିଥିବା ଯେ କୌଣସି ଗୁରୁମନ୍ତ୍ର ଉଚ୍ଚାରଣ

ବର୍ଷାକୁ ଖାତିର ନକରି ହଜାର ହଜାର ଛାତ୍ରଛାତ୍ରୀ ମିଶି ନବୀନ ନିବାସ ଘେରାଉ କରିବା ଲାଗି ବାହାରିଲେ

ଭୁବନେଶ୍ୱର: ଡି.ଇଏଲ୍‌. ଇଡି. ଶେଷବର୍ଷ ପରୀକ୍ଷା ଓ ଫଳ ପ୍ରକାଶନ ଅଗଷ୍ଟ ମାସ ମଧ୍ୟରେ ଶେଷ କରିବା ପାଇଁ ଜୁଲାଇ ୨୫ ସୁଦ୍ଧା ଘୋଷଣା ଦାବିରେ ସମଗ୍ର ରାଜ୍ୟର ଡି.ଇଏଲ୍‌. ଇଡି. ଛାତ୍ରଛାତ୍ରୀ ଆଜି ନବୀନ ନିବାସ ଘେରାଓ ପାଇଁ ନିଖିଳ ଓଡ଼ିଶା ଡି.ଇଏଲ୍‌. ଇଡି. ଛାତ୍ର ସଂଘ ପକ୍ଷରୁ ଭୁବନେଶ୍ୱର

କୋଭିଡରେ ମୃତ୍ୟୁବରଣ କରିଥିବା ୧୭ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ମୃତ ୧୭ ଜଣ ସାମ୍ବାଦିକଙ୍କ ପରିବାରକୁ ଅନୁକମ୍ପା ରାଶି ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୧୫ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଂଜୁର ହୋଇଛି । ୧୭ ଜଣଙ୍କ ମଧ୍ୟରେ ଗଂଜାମରୁ

ଶାହାରୁଖ ଖାନଙ୍କ ଫିଲ୍ମରେ କାମ ଦେବାକୁ କହି ଝିଅଙ୍କୁ ଚାଲାଣ କରୁଥିବା ଅଭିଯୁକ୍ତ ଗିରଫ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଫିଲ୍ମରେ ସୁଯୋଗ ଦେବାକୁ କହି ଯୁବତୀଙ୍କୁ ଚାଲାଣ କରୁଥିଲା ଯୁବକ । ଶେଷରେ ପୋଲିସ ହାବୁଡ଼ରେ ପଡ଼ିଛି । ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ଫେସବୁକରେ ଜଣେ ଜଣେ ଇଭେଣ୍ଟ

ଅଗଷ୍ଟ ୧୭ରେ ହେବ ପରୀ ମାମଲାର ପରବର୍ତ୍ତୀ ଶୁଣାଣୀ

ଭୁବନେଶ୍ୱର: ନୟାଗଡ଼ର କୁନି ଝିଅ ପରୀ ମୃତ୍ୟୁ ମାମଲା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ତେବେ ରାଜ୍ୟ ସରକାରଙ୍କ ନ୍ୟାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ପରିବାର । ତେବେ ଆଜି ଶୁଣାଣୀ ଥିବା ବେଳେ କିଛି ନିଷ୍କର୍ସ ବାହାରି ପାରିନାହିଁ । ଆସନ୍ତା ଅଗଷ୍ଟ ୧୭

ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ । କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ମିଳିଛି । ଦେଶରେ କୋଭିଡ଼ ଦ୍ବିତୀୟ ଲହରକୁ ଦେଖି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ସିବିଏସଇ ଭଳି ଇଣ୍ଡିଆନ୍ ସ୍କୁଲ

ଜାଣନ୍ତୁ ରାଜ କୁନ୍ଦ୍ରାଙ୍କ ସମ୍ପର୍କରେ କିଛି ଅଜଣା କଥା

ମୁମ୍ବାଇ: ଅଶ୍ଲୀଳ ଭିଡିଓ ବନାଉଥିବା ମାମଲାରେ ଜେଲରେ ଅଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଗିରଫ ହେବା ପରେ ଏବେ ଚର୍ଚ୍ଚା ଘନେଇବାରେ ଲାଗିଛି । ଦୀର୍ଘଦିନ ହେବ ଏହି ବ୍ୟବସାୟ କରୁଥିଲେ ସୁଦ୍ଧା କେମିତି କେହି ଜାଣିପାରୁନ ଥିଲେ ତାକୁ