Odia News Portal

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା, ସମସ୍ତଙ୍କୁ ଜେରା କରାଯିବ: ଡିଆଜି

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁ ଉପରୁ ହଟୁନି ପରଦା । ମୃତ୍ୟୁ ନାଁ ହତ୍ୟା? ତେବେ ତାଙ୍କ ମୃତ୍ୟୁ ପଛରେ ଅନେକଙ୍କ ହାତ ରହିଥିବା ନେଇ ଅଭିଯୋଗ ହେଉଛି । ତେବେ ଯେଉଁମାନଙ୍କ ନାମରେ ଅଭିଯୋଗ ହେଉଛି ସେମାନଙ୍କୁ ଜେରା କରାଯିବ ବୋଲି ଆଜି ଡିଜି କହିଛନ୍ତି । ବିଭିନ୍ନ

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଦ୍ୟ ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାର ମୟୂରଭଞ୍ଜ ସାଂସଦ ବିଶ୍ୱେଶର ଟୁଡୁ କେରାନାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ଏମ୍ସରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ତେବେ ସେ ସାମାନ୍ୟ କରୋନା ସଂକ୍ରମଣ ହୋଇଛନ୍ତି । କରୋନାର ସାମାନ୍ୟ

ପ୍ରକାଶ ପାଇଲା ଆଇସିସି ଦିନିକିଆ ମାନ୍ୟତା, ଜାଣନ୍ତୁ ଭାରତୀୟ ଖେଳାଳୀଙ୍କ କେଉଁ ସ୍ଥାନରେ ଅଛନ୍ତି

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତା ତାଲିକାରେ ଭାରତର ଶିଖର ଧାୱନ ଓ ୟୁଝବେନ୍ଦ୍ର ଚହଲଙ୍କ ଉନ୍ନତି ଘଟିଛି । ବ୍ୟାଟିଂ ମାନ୍ୟତା ତାଲିକାରେ ଧାୱନ ୧୬ତମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ବଜାୟ

ଭୁଲ୍ କାହାର ?

ଭୁବନେଶ୍ୱର: ସବୁଠାରୁ ବଡ଼ କଥା ହେଉଛି କି, ବିବାହ ପରେ ପ୍ରିୟଙ୍କା ଜଗନ୍ନାଥ ସହ ମିଳା ମିଶା କରିବା କେତେଦୂର ଠିକ୍ ଥିଲା? ସ୍ୱାମୀ ଥାଉ ପରପୁରୁଷ ସହ କଥା ହେବା କଣ ଠିକ୍‌? ସେପଟେ ବିବାହିତା ମହିଳାଙ୍କ ସହ ପ୍ରେମ କରିବା କେତେଦୂର ଠିକ୍‌? ପର ସ୍ତ୍ରୀକୁ ବିବାହ କରିବା ଲାଗି ନିଷ୍ପତି ନେବା

ପୁଣି ସାମନାକୁ ଆସିଲା ବିଦ୍ୟା ଭାରତୀଙ୍କ ଆଉ ଏକ ଚିଠି, ପଢ଼ିଲେ ଆପଣ ବି ହୋଇଯିବେ ତାଜୁବ୍‌

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସ୍ତ୍ରୀ ବିଦ୍ୟାଭାରତୀଙ୍କୁ ସନ୍ଦେହଘେରରେ ରଖାଯାଇଛି । ତେବେ ପୂର୍ବରୁ ତାଙ୍କର ଏକ ହାତଲେଖା ଚିଠି ଭାଇରାଲ ହୋଇଥିବା ବେଳେ ଆଜି ଆଉ ଏକ ଚିଠି ଭାଇରାଲ ହେବାରେ ଲାଗିଛି ।

ପାଣିରେ ବୁଡ଼ିଲା ମୁମ୍ବାଇ ସହର

ମୁମ୍ବାଇ: ପାଣି ପାଣି ମୁମ୍ବାଇ । ପ୍ରଅବଳ ବର୍ଷାରେ ବେହାଲ ମୁମ୍ବାଇ । ରାତିସାରା ପ୍ରବଳ ବର୍ଷା ହେବା କାରଣରୁ ଗୁରୁବାର ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇ ରହିଛି। ରେଳ ଧାରଣା ପାଣିରେ ବୁଡ଼ି ରହିଥିବାରୁ ଉମ୍ବରମାଲି ଏବଂ କସାରା ମଧ୍ୟରେ ମୁମ୍ବଇ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ

୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ

କେନ୍ଦ୍ରାପଡ଼ା: ମହିଳା ପୋଲିସ କନେଷ୍ଟବଳ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଘଟଣା । ତାତିଛନ୍ତି କେନ୍ଦ୍ରାପଡ଼ା ସାମ୍ବାଦିକ ସଂଘ । ୫ଜଣ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ତେବେ ଏହି ୫ଜଣ ବିଧାୟକଙ୍କ ମଧ୍ୟରେ ଅଛନ୍ତି ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସଚି ନାୟକ, ରାଜନଗର ବିଧାୟକ ଧ୍ରୃବ

ଏସିଏଫ ସୌମ୍ୟଙ୍କ ସରକାରୀ ବାସଭବନ ଯାଞ୍ଚ ପରେ ଆସିଲା ସାଙ୍ଘାତିକ ତଥ୍ୟ

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟଙ୍କ ପାରଳାଖେମୁଣ୍ଡି ସରକାରୀ ବାସ ଭବନରେ ଆଜି କ୍ରାଇମବ୍ରାଞ୍ଚ ଓ ପୋଲିସ ତଦନ୍ତ କରିଛି । ମୃତ୍ୟୁ ହୋଇଥିବା ସ୍ଥାନ ଯାଞ୍ଚ କରିଥିବା ଦେଖିବାକୁ ମିଳିଛି । ତେବେ ଘଟଣା ଘର ଭିତରେ ଘଟିଥିବା କହିଛନ୍ତି ଭିଜିଲାନ୍ସ ଡିଏସପି । ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ: ଆଜି ରଥ ଉପରେ ତିନି ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି । ସେହି ହାଣ୍ଡିରେ ଅଧରପଣା ପ୍ରସ୍ତୁତ ହୋଇ ତିନି ରଥରେ ୯ଟି ମାଟିପାତ୍ର ସଜ ବସିବ। ସିଂହଦ୍ବାର ସମ୍ମୁଖ ଛାଉଣୀ ମଠ କୂଅରୁ ପାଣିଆ ଆପଟ

ସୁନାବେଶ ସମୟରେ ଖସିପଡ଼ିଲା ମହାପ୍ରଭୁଙ୍କ କିରିଟିର କିଆ

ପୁରୀ: ସରିଲା ସୁନାବେଶ। ମହଣ ମହଣ ସୁନାରେ ସଜ୍ଜିତ ହୋଇ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ। କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର‌୍ୟ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳ ଲାଗି ହୋଇ ଅପୂର୍ବ