+୩ ପାଠପଢ଼ାରେ ‘ବିପର୍ଯ୍ୟୟ ପରିଚାଳନା’
ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନାକୁ କୋର୍ସରେ ସାମିଲ ନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ଯୁକ୍ତ ତିନି ପ୍ରଥମ ବର୍ଷରେ ବାଧ୍ୟତାମୂଳକ ରହିବ ବିପର୍ଯ୍ୟୟ ପରିଚାଳନା । ବିପର୍ଯ୍ୟୟ, ମହାମାରୀ ପରିଚାଳନା ଓ ସର୍ଭାଇଭାଲ ସ୍କିଲ ପଢାଯିବ । ସମସ୍ତ କଳା, ବିଜ୍ଞାନ,!-->…
