Odia News Portal

IAS ସ୍ତରରେ ଅଦଳ ବଦଳ

() ଆଇଏସ୍ ସ୍ତରରେ ଅଦଳ ବଦଳ । ହସ୍ତ ସଚିବ ଅଶୋକ ମିନା ହେଲେ ପଂଚାୟତରାଜ ସଚିବ । ପର୍ଯ୍ୟଟନ ସଚିବ ବିଶାଲ ଦେବ୍ ହେଲେ ଅର୍ଥ ସଚିବ । ପଂଚାୟତରାଜ ସଚିବ ଡିକେ ସିଂ ହେଲେ ଖଣି ଓ ଇସ୍ପାତ ସଚିବ । ଖଣି ସଚିବ ସୁରେନ୍ଦ୍ର କୁମାର ହେଲେ ସାଧାରଣ ପ୍ରଶାସନ ସଚିବ । ସୁରେନ୍ଦ୍ର କୁମାରଙ୍କୁ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଦାୟିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିଲିନ୍ କ୍ରିଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ୱ । କ୍ରିଡା ଓ ଯୁବ ସେବା ବିଭାଗ ଅତିରିକ୍ତ ଦାୟିତ୍ୱ ପାଇଲେ ଭିଲିନ୍ କ୍ରିଷ୍ଣା ।