Odia News Portal

ଭାରତୀୟ ନୌସେନା ପାଇଁ ଖୁସି ଖବର

ନୂଆଦିଲ୍ଲୀ: ସାମୁଦ୍ରିକ ଶକ୍ତି ବୃଦ୍ଧି ଉଦ୍ଦ୍ୟେଶରେ ନୌସେନା ପାଇଁ ଛଅଟି ଆଡଭାନ୍ସ ସବମରିନ୍ ନିର୍ମାଣ ନିମନ୍ତେ ଭାରତ ଖୁବ୍ ଶୀଘ୍ର ରିକ୍ୟୁଷ୍ଟ ଅଫ୍ ପ୍ରପୋଜାଲ ଜାରି କରିବ । ଭାରତୀୟ ନୌସେନା ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ

ଆଇରନ୍ ବୋଝେଇ ଟ୍ରକ୍ ଧକ୍କାରେ କକା ପୁତୁରା ମୃତ

ମୟୂରଭଞ୍ଜ: ଆଇରନ ବୋଝେଇ ଟ୍ରକ୍ ଧକ୍କାରେ ଚାଲିଗଲା କକା ପୁତୁରାଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ବଡ଼ଡାଳିମା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ମାନେ ହେଲେ ବଡଡାଳିମା ଗ୍ରାମର ତାରିଣୀ ବେହେରା ଓ ସିପୁ ବେହେରା । ସୂଚନା ଅନୁଯାୟୀ ଗତକାଲି ରାତିରେ କକା ପୁତୁରା ଖାଇ ବାହାରେ ହାତ ଧୋଇ

ବାତ୍ୟା ପ୍ରପୀଡିତଙ୍କ ପାଇଁ ଦେବଦୂତ ସାଜିଲେ ଯୁବ ବିଜେଡି ନେତା ଦୀପକ ମହାପାତ୍ର

କେନ୍ଦ୍ରାପଡା : ବାତ୍ୟା ୟାସ୍ ସମୟରେ ସମସ୍ତେ ସତର୍କ ରହିବା ସହ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେହି ଯେମିତି ଭୋକିଲା ନରୁହେ ସେନେଇ ସତର୍କ ରହିବାକୁ ଦଳୀୟ କର୍ମୀ ଓ ନେତାଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ ନବୀନ । ଯାହାକୁ ଅକ୍ଷରେ ଅକ୍ଷରେ ପାଳନ

ଏହିସବୁ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଗଣ୍ଟା ମଧ୍ୟରେ ବର୍ଷା ସହ କାଳ ବୈଶାଖୀ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ସତର୍କ କଲା ପାଣିପାଗ ବିଭାଗ । ରାୟଗଡା,କନ୍ଧମାଳ, କଳାହାଣ୍ଡି,ନବରଙ୍ଗପୁର,ନୂଆପଡା, ବରଗଡ଼,ଝାରସୁଗୁଡା,ସୁନ୍ଦରଗଡ,କେଉଁଝର, ଦେଓଗଡ, ମୟୁରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ବଜ୍ରପାତ ସହିତ

ଇଂଲଣ୍ଡରେ ପହଞ୍ଚିଲା ଟିମ୍ ଇଣ୍ଡିଆ, ଭିଡିଓ ଦେଖନ୍ତୁ କେମିତି ମଜା କରୁଛନ୍ତି ଖେଳାଳୀ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଲାଗି ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍ ଇଣ୍ଡିଆ ପହଞ୍ଚିଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ବସ ଯୋଗେ ଦୁଇ ଘଣ୍ଟାରେ ଯାଇ ସାଉଥମ୍ପଟନରେ ପହଞ୍ଚିଛି । ତେବେ ସେଠାରେ ଖେଳାଳୀମାନେ କ୍ୱାରେନଣ୍ଟାଇନରେ ରହିବେ । ଏଜିସରେ ପ୍ରାକ୍ଟିସ ପୂର୍ବରୁ ତିନି

ଜୀବନ ନେଲା ଜୀବନ

ଅନୁଗୁଳ: ତାଳଚେର ବଙ୍ଗଳୀତଇଲା ଅଞ୍ଚଳର ଜୀବନ ବେହେରା । ନାଁ ସିନା ହେଲେ ସେ ଜୀବନ ବଞ୍ଚାଇବା ବଦଳରେ ନେଇ ଯାଇଛି ଜୀବନ । ସେ ପୁଣି ନିଜ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସାମାନ୍ୟ ବଚସାରୁ ନିଜ ସ୍ତ୍ରୀ ହୀନାକୁ ଅତି ନୃଂଶସ ଭାବେ ଟାଙ୍ଗିଆରେ ହାଣି ଦେଇଥିବା ଅଭିଯୋଗ ହୋଇଛି ।

ଧୋନୀଙ୍କ ଘରେ ନୂଆ ଅତିଥୀ

ମୁମ୍ବାଇ: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କ ଘରକୁ ଆସିଛି ନୂଆ ଅତିଥୀ । ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ଧୋନୀଙ୍କ ପତ୍ନୀ ସାକ୍ଷୀ । ଧୋନୀଙ୍କ ଫାର୍ମ ହାଉସକୁ ଏକ ନୂଆ ଘୋଡା ଛୁଆ ଆସିଛି । ଯାହା ସହ ଧୋନୀଙ୍କ ଝିଅ ଜିଭା ଖୁସିର ସହ ଖେଳୁଥିବା ଏକ ଫଟୋ ଓ ଭିଡିଓ ଏବେ

କଂଗ୍ରେସର କରୋନା ଟିକା ଟାର୍ଗେଟ

ଭୁବନେଶ୍ୱର: କରୋନା ଟିକାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଶୁକ୍ରବାର ଅନୁଷ୍ଠିତ ଏକ ପ୍ରେସମିଟରେ ଉଭୟଙ୍କୁ କଟାକ୍ଷ କରିଛି ପିସିସି । ବର୍ତମାନ ରାଜ୍ୟକୁ ଅଧିକ ଟିକା ଆବଶ୍ୟକତା ରହିଛି । ଏପରି ସମୟରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଭ୍ୟାକସିନ୍ ମାଗି

ମନ୍ଦିରରେ ବୁଲୁଛନ୍ତି ଭାଲୁ

ନବରଙ୍ଗପୁର: ମନ୍ଦିର ଭିତରେ ବୁଲୁଛନ୍ତି ଭାଲୁ । ଲୋକେ ଭୟଭୀତ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସିଦ୍ଧିଗୁଡ଼ା ଗାଁରେ ଥିବା ବଡ଼ଦେବତା ମନ୍ଦିରରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସକାଳୁ ଗୋଟିଏ ଭାଲୁପଲ ମନ୍ଦିର ପରିସରରେ ଥିବା ଦେଖିଥିଲେ ସ୍ଥାନୀୟ ଲୋକେ । ଯାହାକୁ

ନବୀନଙ୍କୁ ସମର୍ଥନ ଜଣାଇଲେ କେରଳ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିକୁ ସମର୍ଥନ ଜଣାଇଲେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ । କେନ୍ଦ୍ର ରାଜ୍ୟମାନଙ୍କୁ ଟିକା ଦେଉ ବୋଲି ଦାବି ଜଣାଇଥିଲେ ନବୀନ । ଏହାସହ ଟିକାଦାନ ନିଷ୍ପତି ରାଜ୍ୟ ସରକାରମାନେ ନିଅନ୍ତୁ ବୋଲି ସମସ୍ତ ରାଜ୍ୟର