Odia News Portal

ଆଉଟସୋର୍ସିଂରେ ନିଯୁକ୍ତ ଠିକା କର୍ମଚାରୀଙ୍କୁ ମିଳୁନି ଇପିଏଫ୍ ସୁବିଧା, ସଂସ୍ଥା-ବାବୁ ମିଲିଭଗତ

ଭୁବନେଶ୍ୱର : ସରକାରୀ ସଂସ୍ଥାରେ ଚାକିରି । ଦରମା ବି କିଛି କମ୍ ନୁହେଁ । ବ୍ୟାଙ୍କ୍ ଆକଉଣ୍ଟକୁ ପ୍ରତିମାସରେ ମୋଟା ରକମର ଦରମା ଆସୁଛି । ହେଲେ ବ୍ୟାଙ୍କରୁ ଋଣ ପାଇଁ ଗଲେ ଫେରାଇ ଦିଅ।।ଯାଉଛି । ଏହାର କାରଣ ହେଉଛି ଆଉଟସୋର୍ସିଂରେ ନିଯୁକ୍ତି ପାଇଥିବା ଏହି କର୍ମଚାରୀଙ୍କର ଇପିଏଫ୍ କଟୁନାହିଁ

ଇଶାନ କିଶାନଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ନୂଆଦିଲ୍ଲୀ: ଇଶାନ କିଶାନ ଆଇପିଏଲ ପ୍ରେମୀଙ୍କ ଲାଗି ଏକ ଚିହ୍ନା ନାମ । ତେବେ ଏହି ଯୁବ କ୍ରିକେଟର ୧୯୮୮ ମସିହା ଜୁଲାଇ ୧୨ ତାରିଖରେ ବିହାରରେ ଜନ୍ମ ହୋଇଥିଲେ । ତାଙ୍କ ପିତାଙ୍କ ନାମ ଥିଲା ପ୍ରଣବ କୁମାର ପାଣ୍ଡେ । ଇଶାନଙ୍କ ବଡ଼ ଭାଇ ମଧ୍ୟ ପିଲାଟି ଦିନରୁ ତାଙ୍କୁ କ୍ରିକେଟ ଖେଳିବା ଲାଗି

ଆଜି ସ୍ମ୍ରିତି ମାନ୍ଧନାଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ

ନୂଆଦିଲ୍ଲୀ: ସ୍ମୃତି ମାନ୍ଧନା ଭାରତୀୟ ମହିଳା ଦଳର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ । ତେବେ ଏହି ମହାନ କ୍ରିକେଟର ଆଜି ୨୫ ବର୍ଷରେ ପାଦ ଥାପିଛନ୍ତି । ୧୯୯୬ ମସିହା ଜୁଲାଇ ୧୨ ତାରିଖରେ ମୁମ୍ବାଇରେ ସ୍ମୃତିଙ୍କ ଜନ୍ମ । ତାଙ୍କ ପିତାଙ୍କ ନାମ ଶ୍ରିନିବାସ ଥିବା ବେଳେ ମାଙ୍କ ନାମ ଥିଲା ସ୍ମିତା

ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ..

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୨୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୨୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୩ ଜଣ ଆକ୍ରାନ୍ତ ଥିବା

କମୁନି କରୋନା ତାଣ୍ଡବ, ଆଜି ରାଜ୍ୟରେ ୬୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଦିନକରେ କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୫୦୫୮ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୩।

ମହାରାଷ୍ଟ୍ରରେ କାନ୍ଥ ଭୁଷୁଡ଼ି ୧୯ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ଧରଣର ଅଘଟଣ । କାନ୍ଥ ଭୁଶୁଡି ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତକାଲି ଚେମ୍ବୁରର ଭାରତ ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଭୂସ୍ଶଳନ ଯୋଗୁ କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି । ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୬ଜଣଙ୍କୁ ଆହତ ଅବସ୍ଥାରେ

କଟକ ଗସ୍ତରେ ୫ଟି ସଚିବ, ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର କଲେ ସମୀକ୍ଷା

କଟକ: ସକାଳୁ ସକାଳୁ କଟକ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ । ସେଠାରେ ପହଞ୍ଚିବା ପରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ତାଳଦଣ୍ଡା କେନାଲ ପରିଦର୍ଶନ କରିବା ସହ ଏହାର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ଖାନନଗରରେ ହେବାକୁ ଥିବା ସୁବାଷ ବୋଷ ବସ

ଜାଣନ୍ତୁ ଶିରିଡ଼ିରେ ରହିଲେ କଣ କରିବା ବିଧେୟ

ଭୁବନେଶ୍ୱର: ବାବାଙ୍କ ଜିବବିତ ଅବସ୍ଥାରେ ଯେଉଁ ଭକ୍ତମାନେ ଶିରିଡ଼ି ଆସୁଥିଲେ କିମ୍ବା ଏବେ ମଧ୍ୟ ଆସୁଛନ୍ତି ସେମାନଙ୍କ ପାଇଁ ଏତେ ବେଶୀ ଦେଖିବାକୁ ନଥାଏ ଯେ, ସେମାନେ ଶୋଇବାକୁ ବେଶି ସମୟ ପାଆନ୍ତି ନାହିଁ । ସକାଳ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଶିରିଡ଼ିରେ ପରି ମଣ୍ଡଳ ଉତ୍ସବ ମୁଖରିତ ହୋଇ

୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବନେଟରେ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ମିଳିଛି । ଏଥିରେ  ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶରଦ ପାୱାର

ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏନସିପି ନେତା ଶରଦ ପାୱାର । ଶରଦ ପାୱାର ଆଗାମୀ ରାଷ୍ଟ୍ରପତି ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏଭଳି ଚର୍ଚ୍ଚାକୁ ବଢାଇଛନ୍ତି । ସେ ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ