ଭୁବନେଶ୍ୱରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀର ବିଭନ୍ନ ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ପ୍ରଥମେ ବରମୁଣ୍ଡାରେ ଚାଲିଥିବା ଆନ୍ତର୍ଜାତୀୟ ବସ୍ ଟର୍ମିନାଲ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କିଭଳି ଶୀଘ୍ର କାର୍ଯ୍ୟ ଶେଷ ହେବ ସେମ୍ପର୍କରେ ଆଲୋକପାତ କରିଥିଲେ!-->…
