Odia News Portal

ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ବିୟୋଗ

ନୂଆଦିଲ୍ଲୀ: କରୋନା କାଳରେ ଦୁଃଖଦ ଖବର । କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଉତ୍ତରାଖଣ୍ଡ ବିଧାନସଭାର ବିରୋଧ ଦଳ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ପରଲୋକ ହୋଇଛି । ଆଜି ଦିଲ୍ଲୀର ଉତ୍ତରାଖଣ୍ଡ ଭବନରେ ତାଙ୍କର ପରଲୋକଙ୍କ ହୋଇଛି । ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଛି । ଆଜି ତାଙ୍କୁ ଦିଲ୍ଲୀରୁ

ଦିନେ ଅନ୍ୟକୁ ରକ୍ତଦାନ କରୁଥିଲେ ଆଜି ଜୀବନ ସହ ଲଢ଼ୁଛନ୍ତି, ସହଯୋଗ କରିବାକୁ ପରିବାରର ଆକୁଳ ନିବେଦନ

ନୟାଗଡ଼: ରକ୍ତଦାନ ମହତ ଦାନ । ଏହି ଲକ୍ଷ୍ୟରେ ଦିନେ ଅନ୍ୟମାନଙ୍କୁ ରକ୍ତଦାନ କରୁଥିଲେ । ସାଙ୍ଗମାନଙ୍କ ସହ ମିଶି ରକ୍ତ ଶିବିରର ମଧ୍ୟ ଆୟୋଜନ କରୁଥିଲେ । ଆଜି କିନ୍ତୁ ଜୀବନ ସହ ଲଢ଼ୁଛନ୍ତି । ନୟାଗଡ଼ ଜିଲ୍ଲାର ଯୁବକ ଅମୂଲ୍ୟ । କରୋନାରେ ପିଡିତ ହୋଇଛନ୍ତି । ଏବେ ତାଙ୍କର ଇକମୋ ଚିକିତ୍ସା

ମୁକୁଲଙ୍କୁ ଟାର୍ଗେଟ କଲେ ଦିଲ୍ଲୀପ

କୋଲକାତା: ବିଜେପି ଛାଡ଼ି ପୁଣିଥରେ ଟିଏମସିକୁ ଫେରିଛନ୍ତି ପଶ୍ଚିମବଙ୍ଗର ଚର୍ଚ୍ଚିତ ରାଜନେତା ମୁକୁଲ ରାୟ । ବିଜେପି ଛାଡ଼ିବା ପରେ ତାଙ୍କୁ ଭାଷାରେ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ସେ କହିଛନ୍ତି କି ଯିଏ କଟ ମନିରେ ଅଭ୍ୟସ୍ତ ସେମାନେ ବିଜେପିରେ ରହିପାରିବେ

ଦିଲ୍ଲୀରେ ଆରମ୍ଭ ହେଲା ଅନଲକ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଛି ଅନଲକ୍ ପ୍ରକ୍ରିୟା । ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜ୍ରିୱାଲ ଏନେଇ ସୂଚନା ଦେଇଛନ୍ତି । ଗାଇଡ ଲାଇନ ମୁତାବକ ସକାଳ ୧୦ଟାରୁ ରାତି ୮ଟା ଯାଏଁ ସମସ୍ତ ଦୋକାନ ଖୋଲା ରହିବ । ଅନ୍ୟପଟେ ସ୍କୁଲ, କଲେଜ ସହ ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱିମିଂ ପୋଲ, ସିନେମା

ତିନିଜଣଙ୍କୁ ଆକ୍ରମଣ କଲା ମାନସିକ ବିକାର ଗ୍ରସ୍ତ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ଅନ୍ତର୍ଗତ ଆନ୍ତର୍ଲା ଗ୍ରାମରେ ଜଣେ ବୃଦ୍ଧା ସମେତ ଦୁଇ ଜଣକୁ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତିର ଆକ୍ରମଣ ଘଟଣା ଆଲୋଡନ ସୃଷ୍ଟି କରିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ଗ୍ରାମର ଜୈନିକ ବୃଦ୍ଧା ବ୍ରାହ୍ମଣୀ ବାଗ ଶୌଚ ପାଇଁ ଯାଉଥିବା ବେଳେ ଅଭିଯୁକ୍ତ ଦେବଚନ୍ଦର

ଆସନ୍ତା ୧୭ରୁ ୟୁଟ୍ୟୁବରେ ନବମ ଓ ଦଶମ ପିଲାଙ୍କୁ ଶିକ୍ଷାଦାନ

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ୧୭ରୁ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ୟୁଟ୍ୟୁବରେ ଦିଆଯିବ ଶିକ୍ଷାଦାନ । ଦିନ ୧୦ଟାରୁ ଅପରାହ୍ନ ୧ ଯାଏଁ ପାଠ ପଢ଼ିବେ ପିଲା । ସମସ୍ତ ଜିଲ୍ଲାର ଡିଇଓ ମାନଙ୍କୁ ବିଷୟ ସ୍ଥିର କରିବାକୁ କୁହାଇଛି । ଆସନ୍ତା ୧୮ରେ ଏନେଇ ୩୦

ଗୁଣି ସନ୍ଦେହରେ ବାପା ପୁଅଙ୍କୁ ମାରିଦେଲେ

ଗଜପତି: ଆଧୁନିକ ଯୁଗରେ ଗୁଣି ଗାରେଡ଼ି ସନ୍ଦେହ । ଗୁଣି ଗାରେଡି ସନ୍ଦେହରେ ବାପା ପୁଅଙ୍କୁ ଗାଁ ଲୋକେ ମାରି ଦେଇଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରୁ ଆସିଛି ଏଭଳି ଅଭାବନୀୟ ଖବର । ଗାଁ ଲୋକେ ବାପା ପୁଅଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ବାପାର

ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଜୁନ୍ ଶେଷ ସପ୍ତାହରେ ବାହାରିବ ମେଟ୍ରିକ ରେଜଲ୍ଟ୍ । ନିର୍ଦ୍ଧାରିତ ସମୟରେ ରେଜଲ୍ଟ ପାଇଁ ଚେଷ୍ଠା କରାଯାଉଛି । ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବରେ କରାଯାଉଛି । ଆଜି ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେପଟେ ସ୍କୁଲ ଖୋଲିବା ପ୍ରସଙ୍ଘରେ

ବନ୍ଧାହେଲା ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ

କେନ୍ଦୁଝର: ଶାଳୀକୁ ହତ୍ୟା କରିବା ପରେ ଶାଶୁକୁ ଦୁଷ୍କର୍ମ କରି ଫେରାର ହୋଇଥିଲା ଅଭିଯୁକ୍ତ ଜ୍ୱାଇଁ । ଆଜି ପୋଲିସ ହାବୁଡ଼ରେ ଧରା ପଡିଛି ଅଭିଯୁକ୍ତ । କେନ୍ଦୁଝର ଜିଲ୍ଲା ବଲାଣି ପୋଲିସ ଅଭିଯୁକ୍ତ ରୂପସିଂ ସିଦ୍ଧୁକୁ ଗିରଫ କରିଛି । ହତ୍ୟା କରି ଫେରାର ହେବାର ୫ଦିନ ପରେ ଆଜି କେନ୍ଦୁଝର

ଏଥର ରଜରେ ଘରେ ଘରେ ପହଞ୍ଚିବ ପିଠା

ଭୁବନେଶ୍ୱର: ଓଡ଼ିଶାର ଗଣପର୍ବରେ ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଓଡ଼ିଆଙ୍କ ପ୍ରିୟ ପିଠା ପହଞ୍ଚିବ ଘରେ । ଏଥର ନିରାଡ଼ମ୍ଭର ଭାବେ ପାଳନ କରାଯିବ ରଜ ଉତ୍ସବ । ଭୁବନେଶ୍ୱର ଓଟିଡିସି ପକ୍ଷରୁ ପାଳନ ହେବ ରାଜ ଉତ୍ସବ । ରାଜଧାନୀର ପାନ୍ଥନିବାସରେ ନିରାଡ଼ମ୍ବର ଭାବରେ ପାଳନ କରାଯିବ । ତେବେ ଏଠାକୁ