Odia News Portal

୫ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି

ନୂଆଦିଲ୍ଲୀ: ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣଙ୍କ ବଡ଼ ଘୋଷଣା । ଭାରତକୁ ଆସିବାକୁ ଥିବା ପ୍ରଥମ ୫ଲକ୍ଷ ପର୍ଯଟକଙ୍କୁ ଭିସା ଫ୍ରି କରାଯିବ ବୋଲି ଘୋଷଣା କରିଛନ୍ତି । ୫ଲକ୍ଷ ସରିବା ପର୍ଯନ୍ତ ବା ୨୦୨୨ ମାର୍ଚ୍ଚ ଯାଏଁ ଏହି ଯୋଜନା ଲାଗୁ ରହିବ ।

କରେନା କ୍ଷତିଗ୍ରସ୍ତଙ୍କ ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ: କରୋନା କାଳରେ କ୍ଷତିଗ୍ରସ୍ତଙ୍କ ଲାଗି ପ୍ୟାକେଜ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଏକ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । କୋଭିଡ କ୍ଷତିଗ୍ରସ୍ତଙ୍କ ଲାଗି ୧ ଲକ୍ଷ ୧୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ର ଲାଗି

ୟୁଏଇରେ ହେବ ଟି-୨୦ ବିଶ୍ୱକପ, ସୂଚନା ଦେଲେ ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ: ଘଟିଲା ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ । ଟି-୨୦ ବିଶ୍ୱକପକୁ ନେଇ ଲାଗି ରହିଥିବା ଦ୍ୱନ୍ଦର ହେଲା ସମାଧାନ । ଚଳିତ ଟି-୨୦ ବିଶ୍ୱକପ ଭାରତ ଆୟୋଜନ କରୁଛି । ତେବେ କରୋନାର ସ୍ଥିତିକୁ ଦେଖି ୟୁଏଇ ହେବ ମ୍ୟାଚ । ଆଜି ଏନେଇ ସ୍ପଷ୍ଠ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ।

ସମ୍ ହସ୍ପିଟାଲରେ ଜନସାଧାରଣଙ୍କ ପାଇଁ କୋଭିସିଲ୍ଡ ଟୀକା ଉପଲବ୍ଧ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟୀକା ପ୍ରଦାନ କରାଯାଉଛି । ସେରମ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନନଗୋ । ପୂର୍ବତନ ଅର୍ଥମନ୍ତ୍ରୀ ଅର୍ଥତୀତିକୁ ନେଇ ଉଭୟ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, କରୋନାର ଆଳ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ସରକାରୀ

୪୯ ବର୍ଷରେ ପାଦ ଥାପିଛନ୍ତି ପ୍ରଣବ ପ୍ରକାଶ ଦାସ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

ଭୁବନେଶ୍ୱର: ଆଜି ବିଜେଡି ସାଂଗଠନିକ ସମ୍ପାଦକ, ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ । ୧୯୭୨ ଜୁନ ୨୧ ତାରିଖରେ ବରିଷ୍ଠ ରାଜନେତା ଅଶୋକ ଦାସଙ୍କ କୋଳରେ ଜନ୍ମ ନେଇଥିଲେ ଏହି ଯୁବ ନେତା । ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି ପ୍ରଣବ ପ୍ରକାଶ ଦାସ । ତେବେ

ଧରା ପଡ଼ିଲା ଜିଏସଟି ଠକ

ଭୁବନେଶ୍ୱର: ପ୍ରାୟ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଆଇରନ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁଙ୍କୁ ଶେଷରେ ବନ୍ଧା ହୋଇଛନ୍ତି । ୭ଟି ଜାଲ୍ ଫାର୍ମ କରି ବର୍ଷ ବର୍ଷ ଧରି ସେ ଜିଏସଟି ଠକେଇ କରି ଆସୁଥିଲେ । ଭୁବନେଶ୍ୱର ବାପୁଜୀନଗର ସ୍ଥିତ

ବଂଶୀଧର ମାଝୀ ହେଲେ ଭିସୁଟ୍ କୁଳପତି

ଭୁବନେଶ୍ୱର: ସମ୍ବଲପୁର ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ହେଲେ ବଂଶୀଧର ମାଝୀ । ଆଜି ରାଜ୍ୟପାଳ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ୩ବର୍ଷ ଲାଗି କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ । ଏବେ ସେ କାଞ୍ଚିପୁରମର ଆଇଆଇଆଇଟିଡିଏମରେ ନିର୍ଦ୍ଦେଶକ ଅଛନ୍ତି ।

ଲେହରେ ଭୂକମ୍ପ

ଲଦାଖ: ଲଦାଖର ଲେହରେ ସୋମବାର ପ୍ରତ୍ୟୁଷରେ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬ ରହିଥିବା ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ସୋମବାର ସକାଳ ପ୍ରାୟ ୬.୧୦ରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଅଗ୍ନି-୧ ପ୍ରାଇମର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଅଗ୍ନି-୧ ପ୍ରାଇମ ମିଜାଇଲ୍ର ବ୍ୟବହାରିକ ପରୀକ୍ଷଣ । ଚାନ୍ଦିପୁର ୪ନଂ ଲଞ୍ଚପ୍ୟାଡ୍ରୁ ୧୦.୫୫ ମିନିଟ୍ରେ ପରୀକ୍ଷଣ କରାଯାଇଛି । ଲକ୍ଷଭେଦ କ୍ଷମତା ହଜାରେରୁ ଦେଢ଼ ହଜାର କିଲୋମିଟର । ହଜାର କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହା ପୂର୍ବରୁ ଭାରତୀୟ ସେନାର