Odia News Portal

ରାଜସ୍ଥାନରେ ୧୧୦ ପାରକଲା ପେଟ୍ରୋଲ ଦର

ଜୟପୁର: ପ୍ରତିଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ଯାହାକୁ ନେଇ ନିମ୍ନ ମଧ୍ୟବିତ ପରିବାର ଲୋକେ ଚିନ୍ତାରେ ଅଛନ୍ତି । ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି ।

ସରକାରୀ ସହାୟତାରୁ ବଞ୍ଚିତ ୬୮ ବର୍ଷର ବୃଦ୍ଧ ତ୍ରିନାଥ!ଲେମ୍ବୁ କଞ୍ଚାଲଙ୍କାରେ ବିତୁଛି ଜୀବନ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ଏନ୍.ଏ.ସିର ୧୪ ନଂ ଓ୍ବାଡ଼ ନିଗମ ନଗର ସାହିରେ ଦିର୍ଘ ୫ ବର୍ଷ ହେଲା ନିଜ ଝିଅ ଜ୍ବାଇଁ ଘରେ ବୃଦ୍ଧ ତ୍ରିନାଥ ଓ ତାଙ୍କ ସ୍ତ୍ରୀ ଉଭୟେ ରହି ଆସୁଛନ୍ତି । ଅଭାବ ଅନାଟନରେ ପରିବାରର ବୋଝକୁ ମୁଣ୍ଡରେ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଉପରେ ଲେମ୍ବୁ

ଅନାଥ ଶିଶୁକୁ ଆପଣାଇବ ବା କିଏ ?

ମାହାଙ୍ଗା: ୧୪ବର୍ଷର ପିଲାଟିଏ । ଦୁନିଆକୁ ବୁଝିବା ଆଗରୁ ହୋଇଗଲା ମା ଛେଉଣ୍ଡ । ସ୍ନେହ ପାଇବା ଆଗରୁ ମା କୁ ଛଡାଇ ନେଲା ଦଇବ । କୋହ ଓ ଲୁହର ଏ କାହାଣୀ ଆସିଛି କଟକ ଜିଲ୍ଲା ବେଗୁନିଆ ପଡାରୁ ।.. ସିଦ୍ଧାର୍ଥ ଦାସ । ଡାକ ନା- ହେଲମେଟ । ଯେଉଁଠି ବସୁଛି ବସି ରହୁଛି । ଯେଉଁଠି ପାରୁଛି ଶୋଇ

ହେଲିକପ୍ଟର କିଣିଲେ କବାଡି ବାଲା

ନୂଆଦିଲ୍ଲୀ: ପ୍ରତ୍ୟେକ ମେସିନ ଜାତୀୟ ଜନିଷ ମନୁଷ୍ୟଙ୍କୁ ଆକର୍ଷିତ କରିଥାଏ । ଏମିତି ବେଳେ ବେଳେ ଜେସିବ ଏବଂ କ୍ରେନ ଦେଖିବାକୁ ଲୋକଙ୍କ ଭିଡ ଜମିଥାଏ । ଏବେ ଉଡାଜାହାଜରେ ଲୋକେ ସବୁବେଳେ ଯିବା ଆସିବା କରୁଛନ୍ତି । ଏବଂ ପ୍ରାୟ ବିଶିଷ୍ଟ ଲୋକଙ୍କ ପାଖରେ ବି ନିଜସ୍ୱ ହେଲିକପ୍ଟର ରହୁଛି ।

ନକଲି ମେଡିସିନ ମାମଲା, ଜାମିନ ଶୁଣାଣୀ ଘୁଞ୍ଚିଲା

ଭୁବନେଶ୍ୱର: ନକଲି ମେଡିସିନ କାରବାରକୁ ନେଇ ୪ଜଣଙ୍କ ନାମରେ ହୋଇଥିବା ମାମଲାର ଶୁଣାଣୀ ଘୁଞ୍ଚିଲା । ଦୌରାଜଜ କୋର୍ଟରେ ଶୁଣାଣୀ ଆସନ୍ତା ୫ ତାରିଖକୁ ଘୁଞ୍ଚିଲା । କ୍ରାଇମବ୍ରାଞ୍ଚ କେସ ଡାଏରୀ ଦେଇନପାରିବାରୁ ଶୁଣାଣୀ ଘୁଞ୍ଚିଥିବା ସୂଚନା ମିଳିଛି । ସୂଚନା ଥାଉକି, ବିପୁଳ ପରିମାଣରେ ରାଜ୍ୟରେ

ଭର୍ଚ୍ଚୁଆଲରେ ଆରମ୍ଭ ହେଲା ବିଜେପିର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟରେ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ବିଜେଡି ତାର ଜିଲ୍ଲାସ୍ତରରେ ନେତାକୁ ପର୍ଯବେକ୍ଷକ ଭାବେ ନିଯୁକ୍ତ କରିସାରିଛି । ଏହାରି ଭିତରେ ବିଜେପି ସଜବାଜ ହୋଇଛି । ଭଚ୍ଚୁଆଲ ମାଧ୍ୟମରେ ଆଜି କାର୍ଯ୍ୟକାରିଣୀ ବୈଠକ କରିଛି । ଭୁବନେଶ୍ୱର ପାର୍ଟି ଅଫିସରୁ ଆରମ୍ଭ ହୋଇଛି ବୈଠକ

ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ଟି ନସିଂ କଲେଜ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ରାଜ୍ୟରେ ୬ଶହ ସିଟ୍ ବିଶିଷ୍ଟ ନସିଂ କଲେଜ ସ୍ଥାପନ ହେବ । ପୁରୀ,ସୁନ୍ଦରଗଡ଼,ଅନୁଗୁଳ,କେନ୍ଦୁଝର,ଯାଜପୁର, ମୟୂରଭଞ୍ଜ, ବଲାଙ୍ଗୀର,କୋରାପୁଟ, ବାଲେଶ୍ୱର ଓ ଝାରସୁଗୁଡ଼ା ଜିଲ୍ଲାରେ ହେବ

ଯୁକ୍ତ ୨ରେ ସିଟ୍ ସଂଖ୍ୟା ବଢ଼ିବା ନେଇ ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ବିନା ପରୀକ୍ଷାରେ ପାସ କରିଛନ୍ତି ଛାତ୍ର ଛାତ୍ରୀ । ରାଜ୍ୟରେ ଯେତିକି ପିଲା ପାସ କରିଛନ୍ତି ସେହି ଅନୁପାତରେ ସିଟ୍ ନାହିଁ । ଯାହାକୁ ନେଇ ଦୁଇଦିନ ହେବ ତର୍କବିତର୍କ ଲାଗି ରହିଥିଲା । ତେବେ ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ

ମେଟ୍ରିକ ରେଜଲ୍ଟକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ଘେରିଲେ ଶତାଧିକ ପିଲା ଓ ଅଭିଭାବକ

ଭୁବନେଶ୍ୱର: ସଦ୍ୟ ପ୍ରକାଶ ପାଇଥିବା ମେଟ୍ରିକ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ତେବେ ଆଜି କଟକ ଓ ପୁରୀ ଜିଲ୍ଲାରେ ମାର୍କକୁ ନେଇ ତାତିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ପୁରୀ ମଧୁବନ ସରସତ୍ୱୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିବା ବେଳେ କଟକ

ପଢ଼ନ୍ତୁ ଆଜି ଦେଶରେ କଣ ରହିଛି କରୋନାର ସ୍ଥିତି

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ତେବେ ମୃତ୍ୟୁରେ ଲାଗୁନି ବ୍ରେକ । ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୪୬ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା