Odia News Portal

ଖୁବଶୀଘ୍ର ମେଡିକାଲରୁ ଡିସଚାର୍ଜ ହେବେ ତାରା

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଜୟପୁର ବିଧାୟକ ତଥା କଂଗ୍ରେସର ଟାଣୁଆଁ ନେତା ତାରା ବାହିନୀପତି । ସଦ୍ୟ ସୂଚନା ମୁତାବକ ଧିରେ ଧିରେ ସୁସ୍ଥ ହେବାକୁ ଲାଗିଛନ୍ତି ତାରା । କରୋନାର ଲକ୍ଷଣ ଦେଖାଦେବା ପରେ ମେଡିକାଲରେ

ସ୍ନାନଯାତ୍ରାରେ ଦେଖନ୍ତୁ ମହାପ୍ରଭୁଙ୍କ ସୁନ୍ଦର ସୁନ୍ଦର ଫଟୋ

ପୁରୀ: ଲୁଚି ଦେଖୁଥିଲୁ ଗୋପୀ ଗାଧୁଆ, ତୋ ଗାଧୁଆ ଆଜି ଦେଖେ ଦୁନିଆଁ । ଆଜି ମହାପ୍ରଭୁଙ୍କ ସ୍ନାନଯାତ୍ରା । ରଥଯାତ୍ରାର ଏହା ହେଉଛି ଆଦିପର୍ବ । ତେବେ ଆଜି ଦିନର କିଛି ସୁନ୍ଦର ସୁନ୍ଦର ଫଟୋ ଦେଖନ୍ତୁ ।

ଦୁଗ୍ଧ ଚାଷୀଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ଲାଗି ସମସ୍ତଙ୍କ ବେପାର ମାନ୍ଦା ହୋଇଛି । ତେବେ ଏଭଳି ସ୍ଥଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସମସ୍ତ ବର୍ଗର ଲୋକଙ୍କ ଲାଗି ସହାୟତା ରାଶି ଘୋଷଣା କରୁଛନ୍ତି । ଏହାରି ଭିତରେ ଅନେକ ବର୍ଗର ଲୋକ ତଥା ଚାଷୀ, ଉଠା ଦୋକାନୀ ଓ ନିର୍ମାଣ ଶ୍ରମିକଙ୍କ ଲାଗି ସହାୟତା ରାଶି

୨ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ମାତିଛନ୍ତି ନିଶା ବେପାରୀ । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ୨କେଜି ୧୨ ଗ୍ରାମର ବ୍ରାଉନସୁଗାର ଜବତ । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୨ କୋଟି ହେବ ବୋଲି ଅନୁମାନ କରାଯାଉଛି । ବ୍ରାଉନସୁଗାର ସହ ଜଣକୁ ଗିରଫ କରିଛି ଏସଟିଏଫ । ଏନେଇ ସୂଚନା ଦେଲେ ପୋଲିସ ଡିଜି

ପୋଲିସ ବାବୁଙ୍କ ଦବଙ୍ଗଗିରି, ଅଭିଯୋଗ ରଖିବା ପରିବର୍ତ୍ତେ ବାଡ଼େଇଲେ

ନୟାଗଡ଼: ପୋଲିସ ବାବୁଙ୍କ ଦବଙ୍ଗ ଗିରି । ଦେଖାଇଛନ୍ତି ଖାକି ବର୍ଦ୍ଦିର ଗରମ । ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗ ରଖିବା ପରିବେର୍ତ୍ତ ତାଙ୍କୁ ଖରାପ ଭାଷାରେ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଶାସ୍ତ୍ରୀ ନଗର ଅଞ୍ଚଳର ଦାଶରଥୀ

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବାବା ରାମଦେବ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ଓ ଏଲୋପାଥି ଡାକ୍ତରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗଗୁରୁ ବାବା ରାମଦେବଙ୍କ ଅଡ଼ୁଆ ବଢ଼ିଛି। ଦେଶବ୍ୟାପୀ ତାଙ୍କ ବିରୋଧରେ ଏତଲା ଦିଆଯିବା ପରେ ବିବ୍ରତ ରାମଦେବ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି। ବୁଧବାର ଏକ ଯାଚିକା ମାଧ୍ୟମରେ

ଦେଶରେ ୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୨୧

ନୂଆଦିଲ୍ଲୀ: ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ

ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଗତକାଲି ରାତିରୁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି ଶେଷହବାପରେ ରତ୍ନବେଦୀରୁ ଧାଡି ପହଣ୍ଡିରେ ଆସି ସ୍ନାନ ବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ସ୍ନାନ ବେଦୀରେ ଉଦ୍ଦିଷ୍ଟ

ପ୍ରଫେସର କରୁଣାକର ନନ୍ଦ ହେଲେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ

ଭୁବନେଶ୍ୱର: ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିଦ୍ଦେର୍ଶକ ଭାବେ ପ୍ରାୟୋଗିକ ପଦାର୍ଥ ବିଜ୍ଞାନର ସର୍ବଶ୍ରେଷ୍ଠ ବୈଜ୍ଞାନିକ ପ୍ରଫେସର କରୁଣାକର ନନ୍ଦ ଗତ ୧୬ ତାରିଖରୁ କାର‌୍ୟ୍ୟଭାର ଗ୍ରହଣ କରିଛିନ୍ତି। ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିଦ୍ଦେର୍ଶକ ହେବା ପୂର୍ବରୁ ସେ ଭାରତର

ନ୍ୟୁଜିଲାଣ୍ଡ ଟେଷ୍ଟର ବେଷ୍ଟ

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ଭାରତକୁ ହରାଇ ପ୍ରଥମଥର ଲାଗି ଟେଷ୍ଟରେ ବେଷ୍ଟ ହୋଇଛି ନ୍ୟୁଜିଲାଣ୍ଡ । ଫାଇନାଲ ମ୍ୟାଚରେ ୨ ୱିକେଟରେ ବିଜୟ ହୋଇଛି କ୍ୱିଇ ଦଳ । ପ୍ରଥମଥର ଲାଗି ଆଇସିସି ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ବେଳେ ନ୍ୟୁଜିଲାଣ୍ଡ ରେକର୍ଡ କରିଛି । ଆଜିଯାଏଁ