Odia News Portal

ପଦାରେ ପଡ଼ିଲା ସ୍ମାର୍ଟ ସିଟିର ବିକଳ ଚିତ୍ର

ଭୁବନେଶ୍ୱର: ପଦାରେ ପଡିଲା ସ୍ମାର୍ଟ ସିଟିର ବିକଳ ଚିତ୍ର । ବେଙ୍ଗ ମୁତିଲେ ଘରେ ପଶୁଛି ପାଣି । ସହର ଭାସୁଛି ସୃଷ୍ଟି ହେଉଛି କୃତ୍ରିମ ବନ୍ୟା । ଅସରାଏ ବର୍ଷା ହେଲେ ବୁଡିଇଯାଉଛି ଭୁବନେଶ୍ୱରର ଅନେକ ଅଚଂଳ । ଏ ହେଉଛି ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ସିଟିର ଦୃଶ୍ୟ । ଟିକିଏ ବର୍ଷା ହେଲେ

ନକଲି ଔଷଧ ମାମଲା: ଶିବ ପ୍ରଶନ୍ନ ଜେନା ଗିରଫ

ଭୁବନେଶ୍ୱର: ନକଲି ମେଡିସିନ ମାମଲାରେ ଗିରଫ ହୋଇଛି ଶିବ ପ୍ରଶନ୍ନ ଜେନା । ମେଡିଲଏଡ ମେଡିକାଣ୍ଟ ସଂସ୍ଥାର ମାଲିକ ହେଉଛି ଶିବ ଜେନା । ଆଜି ତାକୁ ଗିରଫ କରିଛି ଏସଟିଏଫ ଟିମ୍ । ଗତକାଲି ଶିବଙ୍କ ପତ୍ନୀଙ୍କ ସହ ଆଉ ୩ଜଣଙ୍କୁ ଗିରଫ କରାଯାଇଥିଲା । ଶିବ ଫେରାର ଥିବା ବେଳେ ଆଜି ଗିରଫ କରିଛି

ଆସନ୍ତାକାଲି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ମେଟ୍ରିକ ରେଜଲ୍ଟ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା । ଅପରାହ୍ନ ୪ଟାରେ ମେଟ୍ରିକ ରେଜଲ୍ଟ ବାହାରିବ ବୋଲି ସୂଚନା ମିଳିଛି । ମୁକ୍ତ ଓ ମଧ୍ୟମା ଫଳ ପ୍ରକାଶ ପାଇବ । ସଦ୍ଧ୍ୟା ୬ଟାରେ ୱେବସାଇଟରେ ଉପଲବ୍ଧ ହେବ । www.bseodisha.ac.inଏହି

ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ…

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୦୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୪ ଜଣ ଆକ୍ରାନ୍ତ ଚିହ୍ନଟ

ସ୍ନାନ ପୂର୍ଣ୍ଣିମାରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରାର ଆଦ୍ୟପର୍ବ ଭାବେ ଆଜିର ଦିନକୁ ମାନାଯାଏ । ରତ୍ନବେଦୀରୁ ଓହ୍ଲାଇ ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ଜଳରେ କରିବେ ସ୍ନାନ । ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ପୁରୀ: ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରୋନା କଟକଣା ଲାଗି ବିନା ଭକ୍ତରେ ଚାଲିଛି ମହାପ୍ରଭୁଙ୍କ ମହାସ୍ନାନଯାତ୍ରା । ରଥଯାତ୍ରାର ଆଦ୍ୟପର୍ବ ଭାବେ ପାଳିତ ହୁଏ ଏହି ଦିବ୍ୟ ତଥା ପବିତ୍ର ସ୍ନାନଯାତ୍ରା । ଆଜି ମହାପ୍ରଭୁ ୧୦୮ ଗରା ଜଳରେ ସୁବାସିତ ସ୍ନାନ କରିବେ । ସେଥିଲାଗି ଧାଡି

ବନ୍ଦିତା ପରିଡ଼ା ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାପତି

ଭୁବନେଶ୍ୱର: ରାଜ୍ୟ ମହିଳା କଂଗ୍ରେସର ସଭାପତି ହୋଇଛନ୍ତି ବନ୍ଦିତା ପରିଡ଼ା । ଆଜି ଏଆଇସିସିର ସାଧାରଣ ସମ୍ପାଦକ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏକ ବିଜ୍ଞପ୍ତି ଜାରି କରି ଏହା ବାବଦରେ ସୂଚନା ଦେଇଛନ୍ତି । କଂଗେୟସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବରେ

ବେଧଡ଼କ ମାଫିଆମାନେ ଖୋଲୁଛନ୍ତି ମାଙ୍କେଡ଼ା ପଥର

ପିପିଲି: ବେଧଡକ ଚାଲିଛି ମାଙ୍କେଡା ପଥର ଖୋଳା । ନା ଆଇନକୁ ଡରଭୟ ଅଛି ନା ଖାତିର । ପଥର ମାଫିଆଙ୍କ କବଜାରେ ଡେଲାଙ୍ଗ ବ୍ଲକ ରେଂଘଳ ଅଂଚଳର ଝାରପଡା । ପ୍ଲଟ ନମ୍ବର ୨୦୬ ଓ ୨୦୮ରେ ଥିବା ପ୍ରାୟ ୩୦ ଏକର ଜମିର କିସମ ସମ୍ପୂର୍ଣ୍ଣ ଜଙ୍ଗଲ ଓ ଗୋଚର ହୋଇଥିବା ବେଳେ ସେଠାରେ ଖଣି ଖନନ ସମ୍ପୂର୍ଣ୍ଣ

ଆତଙ୍କବାଦୀ ହାଫିଜ୍ ସଇଦ ଘର ସମ୍ମୁଖରେ ବଡ଼ ଧରଣର ବିସ୍ଫୋରଣ

ଲାହୋର: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରରେ ଥିବା ବାସଭବନ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।

କରୋନା ସଂକ୍ରମଣରୁ ପିଲାଙ୍କୁ ସୁରକ୍ଷା ଦେଇପାରେ ମିଳିମିଳା ଟିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସିରିନଥିବା ବେଳେ ତୃତୀୟ ଲହରକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତୃତୀୟ ଲହର ସୁଦ୍ଧା ଟିକାଦାନ ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟିକା ନେଉଛନ୍ତି । ତେବେ ଦେଶରେ ଛୋଟ ଶିଶୁଙ୍କ ଲାଗି ଟିକା ଆସିନାହିଁ । ସୂଚନା