ଆଜି ଦେଶରେ ୧୧୬୭ ମୁଣ୍ଡନେଲା ମହାମାରୀ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଦିନ ମଧ୍ୟରେ ସବୁଠାରୁ କମ ରେକର୍ଡ ହୋଇଛି। ୨୪ ଘଣ୍ଟାରେ ଆଉ ୪୨,୬୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୯୯,୭୭,୮୬୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୧,୧୬୭ ଆକ୍ରାନ୍ତଙ୍କ!-->…
