Sign in
Sign in
Recover your password.
A password will be e-mailed to you.
୧୭ ପର୍ଯ୍ୟନ୍ତ ଓଏଚଆରସିକୁ ପ୍ରବେଶ ନିଷେଧ
ଭୁବନେଶ୍ୱର : କୋଭିଡ୍-୧୯ ଦ୍ରୁତ ସଂକ୍ରମଣ ପରିପ୍ରେକ୍ଷୀରେ ତୋଷାଳି ଭବନଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଅ।ୟୋଗ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ୨୯/୦୪/୨୦୨୧ର ନିର୍ଦ୍ଦେଶନାମା ୧୨୬୫୬ ଅନୁଯାୟୀ ଏବଂ କମିଶନରର ୧୭/୦୫/୨୦୨୧ର ନୋଟିସର!-->…
ରାଜଧାନୀରେ ମହିଳାଙ୍କୁ ଛୁରା ମାଡ଼ କରି ଲୁଟ୍ ଉଦ୍ୟମ
ଭୁବନେଶ୍ୱର: ଲକଡାଉନରେ ରାଜଧାନୀରେ ମାତିଛନ୍ତି ଲୁଟେରା । ମହିଳାଙ୍କୁ ଛୁରୀ ମାଡ଼ କରି ହୋଇଛି ଲୁଟ୍ ଉଦ୍ୟମ ।ତେବେ ଲୁଟ୍ ଉଦ୍ୟମ ସମୟରେ ଲୁଟର ଲାଇଭ୍ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।
ସୂଚନା ଅନୁଯାୟୀ, ରାଜଧାନୀରେ ଏକୁଟିଆ ଦେଖି ମହିଳାଙ୍କୁ ଛୁରୀ ମାଡ଼ କରି ଲୁଟ ଉଦ୍ୟମ କରିଥିଲେ!-->!-->!-->…
ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ
ନବରଙ୍ଗପୁର: ନବରଙ୍ଗପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଜିଲ୍ଲାରେ କୋଭିଡ଼ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ।ତେବେ ତାଙ୍କ ସହିତ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର ମଧ୍ୟ ନବରଙ୍ଗପୁର ଗସ୍ତ କରିଛନ୍ତି ।
ସୂଚନା ଅନୁଯାୟୀ, ଏକ!-->!-->!-->!-->!-->…
ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ୮୩୧୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣର ମାତ୍ରା ସାମାନ୍ୟ ହ୍ରାସ ପାଇବା ପରେ । ପୁଣି ଆଉ ଥରେ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା ।ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬୪୯୯୭ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା!-->…
ଆଗକୁ ପର୍ବପର୍ବାଣି, ସତର୍କ ରହିବାକୁ ଅନୁରୋଧ
.୯ ଜିଲ୍ଲାରେ ୬୦% ଆକ୍ରାନ୍ତ
.ଆଉ ଦୁଇ ସପ୍ତାହରେ କମିବ ସଂକ୍ରମଣ
.ଓଡ଼ିଶାରେ କୋଭିଡ ଔଷଧର ଅଭାବ ନାହିଁ
ମାଲକାନଗିରିରେ ସେଞ୍ଚୁରି ଟପିଲା ପେଟ୍ରୋଲ
ଭୁବନେଶ୍ୱର : ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି। ହେଲେ ଓଡ଼ିଶାରେ ପ୍ରଥମଥର ପେଟ୍ରୋଲ୍ ଦର ସେଞ୍ଚୁରୀ ମାରିଛି।ମାଲକାନଗିରି ଜିଲ୍ଲା କାଲିମେଳାରେ ଆଜି ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ ହୋଇଛି। ସେଠାରେ ପେଟ୍ରୋଲ୍ ଲିଟର!-->…
ରାଜଧାନୀରେ ପୁଣି ହଜାରେ ଦୈନିକ ସଂକ୍ରମଣ
ଭୁବନେଶ୍ୱର ; ରାଜଧାନୀରେ ପୁଣି ହଜାରେ ଟପିଛି ଦୈନିକ କରୋନା ସଂକ୍ରମଣ । ତେବେ ସଂକ୍ରମିତଙ୍କ ଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ରବିବାର ଆଉ ୧୦୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ୨୧୦ ଜଣ କ୍ୱାରେଂଟାଇନ୍ ରୁ ରହିଥିବା!-->…
୧୧୮୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୧୮୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି । ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୬୭୦୫୨୭ଜଣ ସୁସ୍ଥ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା!-->…
ବିଳମ୍ୱରେ କେରଳ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ: ମୌସୁମୀ କେରଳ ଛୁଇଁବାରେ ବିଳମ୍ୱ ହେବ। ପୂର୍ବରୁ ପାଣିପାଗ ବିଭାଗ ଅନୁମାନ କରିଥିଲା ମେ ୩୧ରେ ମୌସୁମୀ କେରଳ ଛୁଇଁବ। ଏବେ କିନ୍ତୁ ଜୁନ୍ ୨ରେ ମୌସୁମୀ କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରବିବାର ଅପରାହ୍ନରେ ଆଇଏମଡି କହିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଚଳିତ!-->…
