ବାତ୍ୟା ୟାସ୍ର ସମୀକ୍ଷା କରୁଛି କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର: ବାତ୍ୟା ୟାସ୍ର ସମୀକ୍ଷା କରୁଛି କେନ୍ଦ୍ରୀୟ ଟିମ୍ । ଆଜି ବାଲେଶ୍ୱର ଓ ଭଦ୍ରକରେ ପହଞ୍ଚି ସମୀକ୍ଷା କରିଛି ଏହି ୪ ଜଣିଆ ଟିମ୍ । ବାଲେଶ୍ବର ଜିଲ୍ଲାରେ ପହଞ୍ଚିଲେ ୪ ଜଣିଆ ସେଣ୍ଟ୍ରାଲ ଟିମ୍ । ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ସଦର, ସୋର ଓ ବାହାନଗା ବ୍ଲକ୍ ବାତ୍ୟାଞ୍ଚଳ!-->…
