ତିନିଦିନିଆ ଲଦାଖ ଗସ୍ତରେ ରାଜନାଥ ସିଂ
ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ । ଏଠାରେ ପ୍ରତିରକ୍ଷା ମନ୍ତ୍ରୀ ସୀମାରେ ଥିବା ପ୍ରସ୍ତୁତି ଉପରେ ନଜର ରଖିବେ। ଏଥି ସହିତ ରାଜନାଥ ସିଂ ଲଦାଖରେ ପହଁଚିବା ପୂର୍ବରୁ ଜମ୍ମୁର!-->…
