ରାଜ୍ୟରେ ଜୁଲାଇ ପ୍ରଥମ ସପ୍ତାହ ଯାଏଁ କମ୍ ବର୍ଷା
ଭୁବନେଶ୍ୱର: ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀର ଆଗମନ ଘଟିଥିଲେ ମଧ୍ୟ ଆସନ୍ତା ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ଆଶାନୁପାତରେ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଚଳିତ ବର୍ଷ ମୌସୁମୀ ବିଭିନ୍ନ ସ୍ଥାନୀୟ ପରିସ୍ଥିତି କାରଣରୁ ସ୍ୱାଭାବିକ ହୋଇ ନ ଥିବା!-->…
