Odia News Portal

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାର୍ତ୍ତା: କରୋନା ସମୟରେ ଏହିପରି ନିଅନ୍ତୁ ପିଲାମାନଙ୍କର ଯତ୍ନ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ଜଣାପଡିଛି। ଏପ୍ରିଲ ମାସରେ, ଯେଉଁଠାରେ ପ୍ରତିଦିନ ସାଢେ ତିନି ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଥିଲା, ବର୍ତ୍ତମାନ ଏହି ସଂଖ୍ୟା ଦୈନିକ ଦୁଇ ଲକ୍ଷରୁ କମ୍ ହୋଇଛି | ଏହି ସମୟରେ, କରୋନାର

ସାଉଦିଆରବରୁ ଆସିବ ୧୦୦ରୁ ଅଧିକ ଆଇଏସଓ କଂଟେନର

ନୂଆଦିଲ୍ଲୀ /ଭୁବନେଶ୍ୱର : ଭାରତକୁ ସାଉଦିଆରବ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଂଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଂଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ

ଅଭଦ୍ରାମୀ କରି ଜରିମାନା ଦେଲେ ଇକବାଲ

ଦୁବାଇ : ବାଂଲାଦେଶର ଅଧିନାୟକ ତମିମ ଇକବାଲ ଶ୍ରୀଲଙ୍କା ବିପକ୍ଷରେ ଢାକାରେ ଖେଳା ଯାଇଥିବା ବିଶ୍ଵ କପ୍‌ ସୁପର ଲିଗ୍‌ ସିରିଜ୍‌ର ତୃତୀୟ ମ୍ୟାଚ୍‌ରେ ଆଶାଳୀନ ବ୍ୟବହାର କରିଛନ୍ତି। ତାଙ୍କର ଏହି ଅଭଦ୍ରାମୀ ପାଇଁ ଜରିମାନା ଭାବେ ମ୍ୟାଚ୍‌ ଫିର ୧୫ ପ୍ରତିଶତ କଟାଯାଇଛି। ଏହି ଘଟଣା ଶୁକ୍ରବାର

ଦିଲ୍ଲୀରେ ଲକଡାଉନ ଆଉ ସପ୍ତାହେ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲାଗୁ ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। କେଜ୍ରିୱାଲ ସରକାର ଜୁନ୍‌ ୭ ଯାଏ ଏହାକୁ ବୃଦ୍ଧି କରିଛନ୍ତି।ପୂର୍ବରୁ ଲାଗିଥିବା ଲକଡାଉନ ସୋମବାର ଶେଷ ହେବାର ଥିଲା। ପୂର୍ବଭଳି ଲକଡାଉନ ବେଳେ ଜରୁରୀ ସେବା ଓ କାର୍ଯ୍ୟକଳାପ ଜାରି ରହିବ। ଏହାବାଦ୍

ପୁଣି ବଢ଼ିବ କଟକଣା!

ଭୁବନେଶ୍ୱର : ଆସନ୍ତା ଜୁନ ପହିଲାରେ ରାଜ୍ୟରେ ଜାରି ରହିଥିବା ଲକଡାଉନର ଅବଧି ଶେଷ ହେଉଛି  । ଏହା ପରେ ସରକାର ପୁଣି ଥରେ ଲକଡାଉନ ଅବଧିକୁ ବଢେଇବେ କିମ୍ବା ଅନଲକ୍ ଅ ।ରମ୍ଭ କରିବେ ତାହାକୁ ନେଇ ସବୁଅ ।ଡ଼େ ଚର୍ଚ୍ଚା ଅ ।ରମ୍ଭ ହୋଇଛି  ।ରାଜ୍ୟରେ ସଂକ୍ରମଣ ପିକ କ୍ରସ କରିସାରିଲାଣି ସଂକ୍ରମଣ

ଲୁଣା ବନ୍ଧ ରୋକିବ ସମୁଦ୍ର ଜୁଆର

ଭୁବନେଶ୍ୱର : ସମୁଦ୍ର ଜୁଅ ।ରକୁ ରୋକିବା ଲାଗି ୬ରୁ ୭ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୪୮୦ କିଲୋମିଟର ଉପକୂଳ ଏବଂ ୧୬୫୦ କିଲୋମିଟର ଲୁଣା ବନ୍ଧ ।  ଏଥିପାଇଁ ଡିପିଆର୍ ପ୍ରସ୍ତୁତ କରୁଛି ଜଳ ସଂପଦ ବିଭାଗ । ଏହା ସହ ଉପକୂଳ ଅଞ୍ଚଳରେ ବି ଡିଜାଷ୍ଟର ରେଜିଲେଣ୍ଟ ଏନର୍ଜି ସିଷ୍ଟମ ବା

ରାଜଧର୍ମ ଆଗରେ ବ୍ୟକ୍ତିଗତ ଆବେଗ ମୂଲ୍ୟହୀନ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ । ଦଳର ନେତା ଓ କର୍ମୀ ବନ୍ୟା ପ୍ରଭାବିତଙ୍କୁ ସହଯୋଗ କରିବେ । ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନେ ସମସ୍ତେ ବିଜେଡି ପରିବାରର । ମୁଖିଆଙ୍କ ଏହି ନିର୍ଦ୍ଦେଶକୁ ମାନି ଘରଦ୍ୱାର ଛାଡି ଦଳର ନେତାମାନେ ବିଭିନ୍ନ ଅଂଚଳରେ

ଜାଣନ୍ତୁ ଲକଡାଉନରେ କାହା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି କୁଇନ୍ କଙ୍ଗନା

ହିମାଚଳ: ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ସବୁବେଳେ ହେଡ ଲାଇନ୍ ରେ ରହିଥା’ନ୍ତି | ଅଭିନେତ୍ରୀ କଙ୍ଗନା ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ସେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସଙ୍ଗରେ ବକ୍ତବ୍ୟ ରଖି ନାହାଁନ୍ତି, ସେ ଦେଶ ବିଦେଶର

କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ଧିମା ପଡିଛି ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ଲଗାତାର ତୃତୀୟ ଦିନରେ କରୋନାର ଦୈନିକ ସଂକ୍ରମଣ ଦୁଇ ଲକ୍ଷରୁ କମ୍ ଆସିଛି। କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ତିନି ହଜାରରୁ ଅଧିକ ରହିଛି| କରୋନା ସହିତ ବ୍ଲାକ