Odia News Portal

ଟିକା କାହାର?

ଭୁବନେଶ୍ୱର: ଟିକା କାହାର? ନବୀନ ପଟ୍ଟନାୟକଙ୍କ ନାଁ ନରେନ୍ଦ୍ର ମୋଦିଙ୍କର? କେନ୍ଦ୍ର ସରକାର ଟିକା ଦେଉଛନ୍ତି ନାଁ ରାଜ୍ୟ ସରକାର ଟିକା ଦେଉଛନ୍ତି । ଏବେ ଏଭଳି କଥା ଚର୍ଚ୍ଚାର ବିଷୟ ପାଲଟିଛି । ଟିକାକେନ୍ଦ୍ରରେ ନବୀନଙ୍କ ପୋଷ୍ଟର ଲାଗିବା ଓ ପରେ ଚିରା ହେବା ଘଟଣା ପରେ ଟିକା ପ୍ରସଙ୍ଗକୁ ନେଇ…

ନବୀନଙ୍କ ପୋଷ୍ଟର ଚିରିଲେ ବିଜେପି କର୍ମୀ

ଅନୁଗୁଳ: ଟିକାକେନ୍ଦ୍ରରେ ପୋଷ୍ଟରକୁ ନେଇ ରାଜନୀତି । ନବୀନଙ୍କ ପୋଷ୍ଟର ଚିରିଦେଲେ ବିଜେପି କର୍ମୀ । ଅନୁଗୁଳ ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ୟ । ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ତେବେ ପୋଲିସ ଆସିବା ପୂର୍ବରୁ ବିଜେପି କର୍ମୀମାନେ…

ଦିଲ୍ଲୀରେ ଜୋତା କାରଖାନାରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଉଦୟୋଗ ବିହାର ସ୍ଥିତ ଏକ ଜୋତା କାରଖାନାରେ ଆଜି ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଦମକଳ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ଦମକଳ କର୍ମଚାରୀ ତୁରନ୍ତ ନିଆଁ ଲିଭାଇବା କାର୍ଯ୍ୟରେ…

WTC: ଚତୁର୍ଥ ଦିନରେ ବାଧକ ସାଜିଛି ବର୍ଷା

ସାଉଥମ୍ପଟନ୍‌: ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ବର୍ଷା ସାଜିଛି ବାଧକ । ଚତୁର୍ଥଦିନ ଖେଳ ଆରମ୍ଭ ହେବା ପୂର୍ବରୁ ବର୍ଷା ହୋଇଛି । ପାଗ ଖରାପ କାରଣରୁ ଆଜି ବିଳମ୍ବରେ ଖେଳ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ଆସନ୍ତାକାଲି ଶେଷଦିନ ଥିବା ବେଳେ ଏଯାବତ ଗୋଟିଏ ଇନିଂସ ଶେଷ ହୋଇନାହିଁ । ତେବେ…

କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଲେ ରୂପଜ୍ୟୋତି

ଗୌହାଟୀ: ଦୀର୍ଘଦିନର ସସମ୍ପର୍କକୁ କାଟି ହାତ ଛାଡ଼ି ପଦ୍ମ ଧରିଲେ ରୂପଜ୍ୟୋତି କୁରମି । ଆସାମରେ ଜଣେ ଚର୍ଚ୍ଚିତ ଯୁବ କଂଗ୍ରେସ ନେତା ଭାବେ ସେ ବେଶ ପରିଚିତ । ୪ଥର କଂଗ୍ରେସ ପକ୍ଷରୁ ବିଧାନସଭାକୁ ଯାଇଛନ୍ତି । ତେବେ ସେ ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ…

ରାସ୍ତାରେ ଧାନଗଛ ଲଗାଇଲେ ଲୋକେ

ମାହାଙ୍ଗା: ରାସ୍ତା ବୁଡି ରହିଛି କାଦୁଅରେ । ଏଦୃଶ୍ୟ ହେଉଛି ମାହାଙ୍ଗା ଇଟାମୁଣ୍ଡଳି ଗାଁର । ଟିକେ ବର୍ଷା ହେଲେ ବି ଏଠାରେ ହୋଇଯାଏ ଆଣ୍ଠୁଏ ଅଣ୍ଠୁଏ ପାଣି । ସମସ୍ତେ ଏହି କାଦୁଅ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଯାହା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରିଥାନ୍ତି ଗାଁ…

ଅପରାଜିତା ଷଢ଼ଙ୍ଗୀଙ୍କ ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ଼ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚିତ ହୋଇଛି । ଏଥିରେ ଅପରାଜିତା ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାଇଁ ରାଜନୀତି ଅର୍ଥ ହେଉଛି ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ…

ପୋଷ୍ଟର ରାଜନୀତି କେତେଦୂର ଠିକ୍‌?

ଭୁବନେଶ୍ୱର: ଟିକାକେନ୍ଦ୍ରରେ ପୋଷ୍ଟର ଲଗାଇବା କେତେଦୂର ଯୁକ୍ତିଯୁକ୍ତ? ଫଟୋ ଲାଗି ଉତ୍ତେଜନା କରିବା କଣ ଠିକ୍ ହେଲା? ଲୋକଙ୍କ ଜୀବନ ଆଗେ ନାଁ ପଲିଟିକ୍ସ ? ଟିକା ନାଁରେ ବାଃ ବାଃ ନେବା କେତେଦୂର ଯଥାର୍ଥ? ଆଜ୍ଞା ହଁ । ଆଜି ବାଲେଶ୍ୱରରେ ଟିକାକେନ୍ଦ୍ରରେ ଫଟୋକୁ ନେଇ ହୋଇଥିବା ଉତ୍ତେଜନା ପରେ…

ଟିକାକେନ୍ଦ୍ରରେ ଫଟୋ ପଲିଟିକ୍ସ, ଉଦଘାଟନ ପୂର୍ବରୁ ରିବନ ଛିଣ୍ଡାଇଲେ ବିଜେପି କର୍ମୀ

ବାଲେଶ୍ୱର: ଟିକାକେନ୍ଦ୍ରରେ ହୋହାଲ୍ଲା । ଫଟୋକୁ ନେଇ ରାଜନୀତି । ବାଲେଶ୍ୱର ଜିଲ୍ଲା ଗାନ୍ଧୀ ସ୍ମୃତିଭବନ ଟିକାକେନ୍ଦ୍ରରେ ଦେଖିବାକୁ ମିଳିଛି ଅଶୋଭନୀୟ ଦୃଶ୍ୟ । ଟିକାକେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଇଥିଲା । ତେବେ ଏଠାରେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯାଇନାହିଁ ଏହାକୁ…

ତୃତୀୟ ଲହରର ପ୍ରଭାବ କମ୍ ରହିବ

ଭୁବନେଶ୍ୱର: ଦ୍ୱିତୀୟ ଲହରର ପ୍ରଭାବ କମି ନଥିବା ବେଳେ ତୃତୀୟ ଲହରକୁ ନେଇ ବହୁ ଆଶା ଆଶଙ୍କା କରାଯାଉଛି । ତେବେ ତୃତୀୟ ଲହରର ପ୍ରଭାବ କମ୍ ରହିବ ବୋଲି ନିରଞ୍ଜନ ମିଶ୍ର । ବିଭିନ୍ନ ଦେଶରେ ତୃତୀୟ ଲହର ଆରମ୍ଭ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ ପ୍ରଭାବ ପଡ଼ିବ । ତେବେ ତୃତୀୟ ଲହରର ମୁକାବିଲା…