ଟିକାକରଣରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟରେ କରୋନା ଟୀକାକରଣ ଜାରି ରହିଥିବା ବେଳେ ଏବେ ଧୀରେ ଧୀରେ ସଫଳ ହେଉଛି ଟୀକାକରଣ । ଆଜ୍ଞା ହଁ ରାଜ୍ୟରେ ଗୋଟେଦିନରେ ୩ ଲକ୍ଷ ୩୨ ହଜାରରୁ ଅଧିକ ଟୀକାକରଣ କରାଯାଇଛି । ସେଥିପାଇଁ ଏହି ଉତ୍ସର୍ଗୀକୃ କାର୍ଯ୍ୟ ଯୋଗୁଁ ଟୀକାକରଣରେ ନିୟୋଜିତ ଥିବା ସମସ୍ତ ଡାକ୍ତର, ନର୍ସ ଏବଂ!-->…
