Odia News Portal

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ଧିରେ ଧିରେ ସୁସ୍ଥ ହେଉଛନ୍ତି ଅମ୍ରିତ ପ୍ରଧାନ । ନିୟନ୍ତ୍ରଣକୁ ଆସୁଛି ଅକ୍ସିଜେନ ଲେବଲ । ଏବେ ତାଙ୍କର ଅକ୍ସିଜେନ ଲେବଲ ୮୦ରୁ ୯୦ ଭିତରେ ରହୁଛି । ୨ ଦିନ ହେଲା ସେ ଭେଣ୍ଟିଲେଟର ଆବଶ୍ୟକ କରୁନାହାନ୍ତି । ଏହାଛଡ଼ା ଅମ୍ରିତଙ୍କୁ ଶତ ପ୍ରତିଶତ ବଦଳରେ ଏବେ ୭୦ ପ୍ରତିଶତ ଇକମୋ…

୨୧୭ରେ ଅଲଆଉଟ୍ ହେଲା ଭାରତ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯ୍ୟୟ । ୨୧୭ରେ ଅଲଆଉଟ୍ ହେଲା ଭାରତ । ତୃତୀୟ ଦିନର ଦ୍ୱିତୀୟ ସେସନରେ ଭାରତର ୱିକେଟ ମୂଳପୋଛ କରିଛି ନ୍ୟୁଜିଲାଣ୍ଡ । କ୍ୱିଇ ଦଳର ବୋଲି ଜାମିନସନ ୫ ୱିକେଟ ଅକ୍ତିଆର କରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି ଭାରତ କେହି ଜଣେ ମଧ୍ୟ ଖେଳାଳୀ ୫୦ ରନ…

ଜାଣନ୍ତୁ କେଉଁ ରାଶିର ଝିଅଙ୍କୁ କେମିତିକା ବର ମିଳିବ

ଭୁବନେଶ୍ୱର: ଆଧୁନିକ ଯୁଗରେ ମଧ୍ୟ ଲୋକେ ଯାତକ ବିଚାର ଓ ରାଶି ଉପରେ ବିଶ୍ୱାସ କରନ୍ତି । ଏଣୁ ବିବାହ ପୂୁର୍ବରୁ ଯାତକ ମେଳନ କରାଯାଇଥାଏ । ତେବେ ଆଜି ଆମେ ଜଣଇବୁ କେଉଁ ରାଶିର ଝିଅଙ୍କୁ କେମିତିକା ବର ମିଳିବ । ମେଷ – ଏହି ରାଶିର ଝିଅଙ୍କୁ ସୁନ୍ଦର ଓ ଶିକ୍ଷିତ ଜୀବନ ସାଥି ମିଳିଥାଆନ୍ତି।…

ବାତ୍ୟା ପ୍ରପିଡ଼ିତଙ୍କୁ ମିଳିନି ସହାୟତା

ଔପଦା: ଦୁଃଖ ଦେଇଗଲା ବତ୍ୟା । ବର୍ଷକର ଦାନା ଭସାଇ ନେଲା । ରହୁଥିବା ଘରର କାନ୍ଥ ଭାଙ୍ଗିଦେଲା । ହେଲେ ସରକାରୀ ସହାୟତାରୁ ବଂଚିତ େଓøପଦା ବ୍ଲକ ଜାନିକାପାଳା ଗାଁର ବାଚ୍ଛାନିଧୀ । ୟାଶ ବାତ୍ୟାରେ ତାଙ୍କ ଘର ଭାଙ୍ଗି ଯାଇଥିବା ବେଳେ ଆଜି ଯାଏ ତାଙ୍କୁ ପଲିଥିନ ଖଣ୍ଡେ ମିଳିନଥିବା ସେ ଅଭିଯୋଗ…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: ପୋଲିସ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ସର୍ଚ୍ଚ ଅପରେସନ କରିଛନ୍ତି ଯବାନ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନାରାୟଣପୁରରେ ଏହି ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ ରାଇଫଲ, ପିସ୍ତଲ ସହିତ ବିପୁଳ ପରିମାଣର ଅଫୁଟା…

ପୁଣି ଭୁବନେଶ୍ୱରରେ ସେକ୍ସ ରାକେଟ୍ ଠାବ

ଭୁବନେଶ୍ୱର: ମାତିଛନ୍ତି ଦେହ ବ୍ୟବସାୟୀ । ବାରମ୍ବାର ଚଢ଼ାଉ ପରେ ଚେତି ନାହାଁନ୍ତି । ଆଜି ଭୁବନେଶ୍ୱରରୁ ପୁଣି ଏକ ସେକ୍ସ ରାକେଟ୍ ଠାବ ହୋଇଛି । ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଜଣେ ଦେହଜୀବୀଙ୍କୁ ଉଦ୍ଧାର କରିଥିବା ବେଳେ…

ଭାରତର ବ୍ୟାଟିଂ ବିପର୍ଯୟ

ସାଉଥମ୍ପଟନ୍‌: ଭାରତର ବ୍ୟାଟିଂ ବିପର୍ଯୟ । ନିୟମିତ ବ୍ୟବଧାନରେ ଖସି ଚାଲିଛି ୱିକେଟ । ଏବେ ମାତ୍ର ୧୮୨ ରନରେ ଭାରତ ୬ଟି ୱିକେଟ ହରାଇ ସାରିଲାଣି । ଦୁଇ ଅଲରାଉଣ୍ଡ ଯୋଡ଼ି ଅଶ୍ୱିନୀ ଓ ଜାଡେଜା ଏବେ ପିଚରେ ମହଜୁଦ ଅଛନ୍ତି । ଭାରତୀୟ ଦଳର କୌଣସି ବି ଖେଳାଳୀ ଏଯାବତ ଅର୍ଦ୍ଧଶତକ କରି ନାହାଁନ୍ତି…

ଫାଦର୍ସ ଡେରେ ସ୍ୱତନ୍ତ୍ର ଡୁଡଲ ଜରିଆରେ ଶୁଭେଚ୍ଛା ଜଣାଇଲା ଗୁଗଲ୍‌

ଭୁବନେଶ୍ୱର: ଆଜି ହେଉଛି ପିତୃ ଦିବସ । ଏହି ଅବସରରେ ଗୁଗଲ ତାର ଖାସ୍ ଡୁଡଲ ପ୍ରସ୍ତୁତ କରିଛି । ଏହି ରଙ୍ଗ ବେରଙ୍ଗର ଡୁଡଲ ଜରିଆରେ ଗୁଗଲ ପିତୃଦିବସ ଶୁଭେଚ୍ଛା ଜଣାଇଛି । ଏହି ସ୍ୱତନ୍ତ୍ର ଡୁଡଲ ଉପରେ କ୍ଲିକ କରିବା ପରେ ଦୁଇଟି ପପ୍-ଅପ୍ କାର୍ଡ ଖୋଲି ଯାଉଛି । ଏଥିରେ କ୍ୟାପିଟାଲ ଜି’ ର…

ସମ୍ପତ୍ତି ପାଇଁ ଶ୍ୱଶୂରଙ୍କୁ ହତ୍ୟା କଲା ଜ୍ୱାଇଁ

ଢ଼େଙ୍କାନାଳ: ସମ୍ପତି ଲୋଭରେ ପାଗଳ ହେଲା ଜ୍ୱାଇଁ । ଶେଷରେ ସମ୍ପର୍କ ନଦେଖି ଶ୍ୱଶୂରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଢ଼େଙ୍କାନାଳ ଜିଲ୍ଲା ପାତ୍ରଭାଗ ଗାଁରୁ ଆସିଛି ଏଭଳି ଖବର । ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ । ପୋଲିସ ଅଭିଯୁକ୍ତ ଜ୍ୱାଇଁ ଗିରିଷ ଦେହୁରୀକୁ ଗିରଫ କରିଛି ।…

ଟାଟା ମ୍ୟାଜିକ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ

ରାୟଗଡ଼ା: ଟାଟା ମ୍ୟାଜିକ ଉପରେ ଚଢ଼ିଗଲା ଟ୍ରକ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଞ୍ଚରାଗୁଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ବିଷମକଟକରୁ ମୁନିଗୁଡା…