Odia News Portal

ଧୋନୀଙ୍କୁ ଝଟକା : ବାପା-ମାଙ୍କୁ କରୋନା

ରାଞ୍ଚି : ଚଳିତ ଆଇପିଏଲ୍ରେ ଚେନ୍ନାଇ ସୁପରକିଙ୍ଗ୍ସ ଭଲ ପ୍ରଦର୍ଶନ ଅବ୍ୟାହତ ରଖିଛି । ଗତ ସିଜିନର ଖରାପ ପ୍ରଦର୍ଶନକୁ ଭୁଲି ଏଥର କମାଲ୍ କରିବା ଲକ୍ଷ୍ୟରେର ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏଭଳି ସମୟରେ ତାଙ୍କ ପାଇଁ ଖରାପ ଖବର ଆସି ପହଞ୍ଚିଛି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ

ଅକ୍ସିଜେନ ଯୋଗାଇବ ଜେଏସପିଏଲ

ଭୁବନେଶ୍ବର : ‘ପ୍ରଥମେ ଲୋକ ନୀତିକୁ ଆଗକୁ ଅନୁସରଣ କରି ନବୀନ ଜିନ୍ଦଲ ନେତୃତ୍ତ୍ଵାଧିନ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) କୋଭିଡ -19 ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ମେଡିକାଲ ଅକ୍ସିଜେନ (ଅମ୍ଳଜାନ) ଯୋଗାଇବା

୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

* ବଜ୍ରପାତ ଓ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା | *ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓଡ଼ିଶାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା |

ମାସ୍କ ଚେକିଂ ବେଳେ ଚାପୁଡ଼ା ଖାଇଗଲେ ପୋଲିସ ବାବୁ

ଉତ୍ତରପ୍ରଦେଶ: ଦେଶରେ ଏବେ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ପାର ହେବାକୁ ବସିଲାଣି | ଯାହାକୁ ଦୃଷ୍ଟିରେ ରଖି ଦେଶରେ ମାସ୍କ ଚେକିଂ ବ୍ୟବସ୍ଥା କଡ଼ାକଡ଼ି ହେବାରେ ଲାଗିଛି | ତେବେ ଉତ୍ତରପ୍ରଦେଶରେ ମାସ୍କ ଚେକିଂ ସମୟରେ ଏକ ଭିନ୍ନ ଘଟଣା ସାମ୍ନାକୁ ଆସିଛି | ମାସ୍କ ପିନ୍ଧିନଥିବା ଅମାନିଆକୁ ତାଗିଦ

ବଲାଙ୍ଗୀରବାସୀଙ୍କୁ କରୋନା ପାଇଁ ସତର୍କ କରାଇଲେ ପୋଲିସ ଡ଼ିଜି ଅଭୟ

ବଲାଙ୍ଗୀର: ପୋଲିସ ଡ଼ିଜି ଅଭୟଙ୍କ ଅଭୟଙ୍କ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତ | ଭବାନୀପାଟଣା ରିଜର୍ଭ ପୋଲିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ନେଇ ସମୀକ୍ଷା କରିବା ସହ କରୋନା କଟକଣା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏକ ସ୍ବତନ୍ତ୍ର ହେଲିକେପ୍ଟର

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୨୨ ରୋଗୀଙ୍କ ଜୀବନ

ମହାରାଷ୍ଟ୍ର: ନାସିକର ଜାକିର ହୁସେନ ହସ୍ପିଟାଲରେ ବଡ ଧରଣର ଦୁର୍ଘଟଣା । ହସ୍ପିଟାଲରେ ଅକ୍ସିଜେନ୍ ଟ୍ୟାଙ୍କ ଲିକ୍ ହୋଇ ୨୨ ରୋଗୀଙ୍କ ମୃତ୍ୟୁ ।ସୂଚନା ମୁତାବକ ଅକ୍ସିଜେନ୍ ଲିକ୍ ହେବା କାରଣରୁ ସପ୍ଲାଇ ବନ୍ଦ ହୋଇଯାଇଥିଲା । ଫଳରେ ଭେଣ୍ଟିଲେଣ୍ଟରରେ ଥିବା ୨୨ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି ।