Odia News Portal

ତପୁମିଶ୍ରଙ୍କ ଚିକିତ୍ସା ଲାଗି ବିଭିନ୍ନ ମହଲରୁ ମିଳୁଛି ସହଯୋଗ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ଆକ୍ରାନ୍ତ ଅଛନ୍ତି । ତାଙ୍କ ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସହଯୋଗ ଲୋଢ଼ିଛନ୍ତି ପରିବାର । ବିଭିନ୍ନ ମହଲରୁ ମଧ୍ୟ ସହଯୋଗ ମିଳିଥିବା କହିଛନ୍ତି ତାଙ୍କ ପରିବାର । ତପୁ ମିଶ୍ରଙ୍କ ଚିକିତ୍ସା ନିମନ୍ତେ…

ମିଲଖାଙ୍କ ପରଲୋକରେ କ୍ରୀଡ଼ା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ: ଭାରତୀୟ ଦୌଡ଼କୁଦ ଜଗତର କିମ୍ବଦନ୍ତୀ ପୁରୁଷ ମିଲ୍ଖା ସିଂହଙ୍କ ପରଲୋକ ଘଟିଛି, ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଗତ ମେ’ ମାସରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ…

ରାଜ୍ୟରେ ୪୨ ମୁଣ୍ଡନେଲା ମହାମାରୀ କରୋନା

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନା ଜନିତ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୪୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୫୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୪୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି…

କୋଲକାତାରୁ କଟକ ଅଭିମୁଖେ ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର

ଭୁବନେଶ୍ୱର: କଟକ ଅଭିମୁଖେ ଆସୁଛି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମରଶରୀର । ଗତକାଲି କୋଲକାତାରେ ତାଙ୍କର ଦେହାନ୍ତ ହେବା ପରେ ଆଜି ଶେଷକୃତ୍ୟ ଲାଗି କଟକ ଅଣାଯାଉଛି । ବାଳେଶ୍ୱର ବାସୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ,…

WTC ଲାଗି ପ୍ରକାଶ ପାଇଲା ୧୧ ଜଣିଆଁ ସାମ୍ଭବ୍ୟ ଦଳ

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ ଖେଳାଯିବ । ଏଥିଲାଗି ସାମ୍ଭବ୍ୟ ୧୧ ଜଣିଆଁ ଟିମ ଘୋଷଣା କରିଛି ବିସିସିଆଇ । ତେବେ ଏହି ୧୧ ଜଣିଆଁ ଟିମରେ ରହିଛନ୍ତି ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି , ଆଜିଙ୍କ୍ୟ ରାହାଣେ, ଋଷଭ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଘୋଷଣା, ଚାଷୀଙ୍କ ଲାଗି ବଡ଼ ସହାୟତା

ଭୁବନେଶ୍ୱର: କୋଭିଡ଼ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ…

WTC ଲାଗି ୧୧ ଜଣିଆଁ ଦଳ ବାଛିଲେ ଗାଭାସ୍କର, ଏହି ମହାନ ଖେଳାଳୀଙ୍କୁ ସ୍ଥାନ ମିଳିଲାନି

ସାଉଥମ୍ପଟନ୍‌: ଆସନ୍ତାକାଲି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଖେଳିବ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ମ୍ୟାଚ ଖେଳିବା ପୂର୍ବରୁ ବହୁ ପୂର୍ବତନ କ୍ରିକେଟରମାନେ ନିଜ ନିଜର ମତ ରଖିଛନ୍ତି । ତେବେ ଗାଭାସ୍କର ମନ ପସନ୍ଦର ୧୧ ଜଣିଆଁ ଟିମ୍ ବାଛିଛନ୍ତି । ଏହି ଟିମରେ ରୋହିତ ଶର୍ମା, ଶୁଭମନ ଗିଲ,…

ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ବାତ୍ୟା ପିଡ଼ିତାଙ୍କ ପାଇଁ ରିଲିଫ୍ ସହାୟତା

ଭଦ୍ରକ: ମହାମାରୀ କରୋନା କାଳରେ ବାସୁଦେବପୁର ବ୍ଲକର ବାତ୍ୟା ୟାଶ ପ୍ରଭାବିତ ଲୋକମାନଙ୍କ ପାଇଁ ରିଲିଫ ସହାୟତା ପ୍ରଦାନ । ସାମାଜିକ କାର୍ଯ୍ୟରେ ସର୍ବଦା ନିୟୋଜିତ ଭଦ୍ରକ ରୋଟାରୀ କ୍ଲବ ଓ ମିଶନ ପବ୍ଲିକ ସ୍କୁଲ ପକ୍ଷରୁ ଏହି ରିଲିଫ ସହାୟତା ପ୍ରଦାନ କରାଯାଇଛି । ତେବେ ବାସୁଦେବପୁର…

ରିଲିଫ ପାଇଁ ଆସିଥିବା ଚୁଡା ଓ ଗୋଖାଦ୍ୟ ଲୁଚାଇ ରଖିଥିଲେ ସରପଞ୍ଚ

ବାସୁଦେବପୁର: ରିଲିଫ ଲୁଚେଇ ରଖିଥିଲେ ବିଜେଡି ସରପଂଚ । ଆଉ ଚାରିଆଡୁ ଚାପ ପଡିବା ପରେ ସ୍ୱାମୀଙ୍କ ହାତରେ ପଠାଇଥିଲେ ବାଂଟିବାକୁ । ହେଲେ ବାତ୍ୟାର ୨୧ ଦିନରେ ତାଟିଆଏ ଗମୁରା ଚୁଡା ନନେଇ ଫିଙ୍ଗି ଦେଇଥିଲେ ଲୋକେ । ଏମିତିକି ସରପଂଚଙ୍କ ସ୍ୱାମୀଙ୍କ ସହ ଗାଁ ଲୋକଙ୍କ ହୋ-ହାଲାର ଏକ୍ସକଲ୍ୟସିଭ…

ନାବାଳିକା ଓ ବିବାହିତ ପୁରଷଙ୍କ ମଧ୍ୟରେ ଚାଲିଥିଲା ପ୍ରେମ, ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧା ହେଲା ପ୍ରେମିକ

ବାଲେଶ୍ୱର: ମହଙ୍ଗା ପଡ଼ିଲା ଚୋରା ପିରତି । ପ୍ରେମିକାକୁ ଦେଖା କରିବାକୁ ଯାଇ ବନ୍ଧାହେଲା ପ୍ରେମିକ । ବାଲେଶ୍ୱର ଜିଲ୍ଲା ମୁଗୁନିପୁର ଅଞ୍ଚଳରୁ ଆସିଛି ଏଭଳି ଖବର । ପ୍ରେମିକ ବାବୁ ମଲ୍ଲିକକୁ ଗାଁ ଲୋକେ ବାନ୍ଧି ରଖିଥିବା ଦେଖିବାକୁ ମିଳିଛି । ବନ୍ଧା ହୋଇଥିବା ବାବୁର ଘର ପଥରପେଣ୍ଠ ପଞ୍ଚାୟତ…