କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସରିନଥିବା ବେଳେ ତୃତୀୟ ଲହରକୁ ନେଇ ଆସିଛି ବଡ଼ ଖବର । କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଥମ ଲହରରେ ମଧ୍ୟ ଶିଶୁମାନେ କରୋନାରେ ପୀଡିତ ଥିଲେ । ଦ୍ୱିତୀୟ ଲହରେ ଶିଶୁମାନେ କରୋନା ପଜିଟଭ ଚିହ୍ନଟ ହୋଇଛନ୍ତି । ଭବିଷ୍ୟତରେ!-->…
