Odia News Portal

କଟକ ବଡ଼ ମେଡିକାଲକୁ ଆସିବ ସିମୁଲେଟର

କଟକ: କରୋନା ସମୟରେ ଆଶ୍ୱସ୍ତିକର ଖବର । କରୋନାର ଜଟିଳତା ପରେ ବହୁ ରୋଗୀ ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ଏହାରି ଭିତରେ ଫୁସ୍ଫୁସ୍ ଜନିତ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ରକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ସିମୁଲେଟର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି…

ଭୁବନେଶ୍ୱର ଏମ୍ସକୁ ଆସିବ୨ ଇକ୍‌ମୋ ମେସିନ

ଭୁବନେଶ୍ୱର: କରୋନାର ପରିବର୍ତ୍ତୀ ଜଟିଳତା ଇକମୋ ଚିକତ୍ସା ଲାଗି ଓଡ଼ିଶାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇକମୋ ଚିକତ୍ସା ଲାଗି ଓଡ଼ିଶାରୁ ବାହାର ରାଜ୍ୟକୁ ରୋଗୀଙ୍କୁ ନିଆଯାଉଛି । ତେବେ ଭୁବନେଶ୍ୱର ଏମ୍ସକୁ ଦୁଇଟି ଇକମୋ ଆସିବା ନେଇ ସୂଚନା ମିଳିଛି । ହସ୍ପିଟାଲରେ ଦୁଇଟି ଇକମୋ…

ପଶ୍ଚିମବଙ୍ଗରେ ‘ଖେଲା ହୋବେ’ ଯୋଜନା

କୋଲକାତା: ନିକଟରେ ଯାଇଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ‘ଖୋଲା ହୋବେ’ ନାରା ଦେଇ ନିର୍ବାଚନ ଲଢ଼ିଥିଲେ । ସମଗ୍ର ଦେଶରେ ବିଜେପି ଳଡର ଥିବାବେଳେ ପଶ୍ଚିମବଙ୍ଗରେ ଖେଳ କରିଥିଲେ ମମତା । ତେବେ ଏହି ‘ଖେଲା ହୋବେ’ ନାରା ଦେଇ ନିର୍ବାଚନୀ ବୈତରଣୀ ପାର ହୋଇଥିବା…

ଭାରତୀୟ ବକ୍ସର ଡିଙ୍କୋ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ବ୍ୟାଙ୍ଗ୍କକ୍ରେ ଅନୁଷ୍ଠିତ ୧୯୯୮ ସଂସ୍କରଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ହାସଲ କରିଥିବା ‘ବ୍ୟାଣ୍ଟମ୍ୱେଟ୍’ ମୁଷ୍ଟିଯୋଦ୍ଧା ଗାଙ୍ଗୋମ ଡିଙ୍କୋ ସିଂହଙ୍କର ଗୁରୁବାର ଦିନ ଦେହାନ୍ତ ହୋଇଯାଇଛି। ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ । ସେହିବର୍ଷ…

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା ସହାୟତା ଘୋଷଣା

ଭୁବନେଶ୍ୱର: ବାତ୍ୟା ପ୍ରଭାବିତଙ୍କ ଲାଗି ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍‌ତ୍ରୀ ନବୀନ ପଟ୍ଟନାୟକ । ୩୩%ବା ତାଠାରୁ ଅଧିକ ଫସଲ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ପାଇଁ ଇନପୁଟ ସହାୟତା । ୩୩% ବା ଅଧିକ ଷତି ସହିଥିବା ଛୋଟ ଓ ନାମମାତ୍ର ଚାଷୀ ଙ୍କ ସ୍ଵଳ୍ପ ମିଆଦୀଋଣ ମଧ୍ୟମ ମିଆଦୀ…

ଲକଡାଉନ୍ ଓ ସଟଡାଉନରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବୟାୟ ପ୍ରତିଷ୍ଠାନ

ଭୁବନେଶ୍ୱର: ଆସୁଛି ବର୍ଷାଦିନ । କୃଷି ଅମଳ ଲାଗି ଉପକୂଳ ସମୟ ହେଉଛି ଏହି ବର୍ଷାଦିନ । ତେବେ ଏହି ଲକଡାଉନ ଓ ସଟଡାଉନରେ ସମୟରେ ଚାଷୀମାନେ ଯେଭଳି କୃଷି ଉପକରଣ କିଣିବାରେ ଅସୁବିଧା ନଉପୁଜେ ସେ ଦିଗରେ ଧ୍ୟାନ ଦିଆଯାଇଛି । ଔଷଧ ଦୋକାନ ଭଳି ସବୁ ସମୟରେ ଖୋଲା ରହିବ କୃଷି ଆନୁସଙ୍ଗିକ ବ୍ୟବସାୟ…

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଆଜିର ଦିନଟିକୁ । କିନ୍ନରମାନେ ନିଜର ଗୁରୁଙ୍କୁ ସ୍ୱାମୀ ବୋଲି ମାନନ୍ତି । ଏଣୁ ସେମାନଙ୍କ ଉଦ୍ଦେଶ୍ୟରେ ଆଜିର ଦିନଟିକୁ କାଷ୍ଟାର ସହ ପାଳନ କରିଥାନ୍ତି ।…

ବାଇକରୁ ଜବତ ହେଲା ଗଞ୍ଜେଇ

ଟିଟିଲାଗଡ଼: ବାଇକରୁ ଜବତ ହୋଇଛି ଗଞ୍ଜେଇ । ଲକ ଡାଉନରେ ମାତିଛନ୍ତି ନିଶା ବେପାରୀ । ଟିଟିଲାଗଡ଼ ଥାନା ଅନ୍ତର୍ଗତ ତରସିଂହା ଗ୍ରାମ ନିକଟରେ ଜାତୀୟ ରାଜପଥ ୫୯ରେ ଆଜି ସକାଳୁ ଦୁର୍ଘଟଣା ଗ୍ରସ୍ତ ଏକ ବାଇକରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ ହୋଇଛି। ସ୍ଥାନୀୟଲୋକେ ଜଣକୁ ଧରି ପୁଲିସରେ ଜିମା…

କେବଳ ପୁରୀ ଛଡ଼ା ସବୁଠି ରଥଯାତ୍ରା ବନ୍ଦ

ଭୁବନେଶ୍ୱର: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବନ୍ଦ ରହିବ ରଥଯାତ୍ରା । ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା । କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ । କରୋନା କଟକଣା ମଧ୍ୟରେ ପୂର୍ବ ବର୍ଷ ଭଳି ରଥଯାତ୍ରା ଆୟୋଜନ କରାଯିବ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା…

ଦୁଇବର୍ଷ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ ଅବଧି ଦୁଇବର୍ଷ ବୃଦ୍ଧି କଲେ କେନ୍ଦ୍ର ସରକାର । ୨୦୨୩ ମାର୍ଚ୍ଚ ଯାଏଁ ଟ୍ରିବ୍ୟୁନାଲ ଅବଧି ବଢ଼ିଲା । ଅବଧି ବୃଦ୍ଧି ପାଇବା ନେଇ ଜନଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା ।…