ବ୍ୟାଙ୍କରେ କରୋନା
ରାୟଗଡ଼ା: ବ୍ୟାଙ୍କର ସମସ୍ତ କର୍ମଚାରୀ କରୋନା ସଂକ୍ରମିତ । ଶେଷରେ ବ୍ୟାଙ୍କରେ ପଡ଼ିଲା ତାଲା । ରାୟଗଡ଼ା ସଦର ବ୍ଲକ ଜେକେପୁରରେ ଥିବା ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେବା ପରେ ଆଜି ପରୀକ୍ଷା କରିବା ବେକେ!-->…
