Odia News Portal

ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରତିବନ୍ଧକ

ଭୁବନେଶ୍ୱର : ସରକାରୀ ନିର୍ଦ୍ଦେଶ ଅନୁଯାୟୀ କରୋନା ଜୀବାଣୁ ବିସ୍ତାର ନହେବା ପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପଦକ୍ଷେପ ନିଆଯାଇଅଛି | ଯାତ୍ରୀ ଭିଡ଼ର ପ୍ରଭାବଶାଳୀ ପରିଚାଳନା ଏବଂ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କେବଳ ଏକ ନମ୍ବର ପ୍ଲାଟଫର୍ମ

ଭାରତକୁ ମିଳିଲା ସ୍ପୁଟନିକ-ଭି ଟିକା ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେ ଟପିଲାଣି ।ଆଉ ଏଭଳି ସ୍ଥିତିରେ ଆସ୍ୱସ୍ଥିକର ଖବର ଆଣିଦେଇଛି ଟିକା । ଭାରତକୁ ମିଳିଛି ସ୍ପୁଟନିକ-ଭି ଟିକା ପାଇଁ ମଞ୍ଜୁରୀ । ତୃତୀୟ କୋଭିଡ୍ ଟିକା ଭାବେ ଋଷ ଟିକା ସ୍ଫୁଟନିକ ଭି କୁ ଭାରତ ସରକାର ବ୍ୟବହାରିକ ମଞ୍ଜୁରି ପ୍ରଦାନ କରିଛନ୍ତି

ରାଜଧାନୀରେ ହେବ ସ୍ୱତନ୍ତ୍ର କ୍ୟାନ୍‌ସର ହସ୍ପିଟାଲ

*କ୍ୟାବିନେଟ୍‌ର ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର | *୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ କ୍ୟାନ୍‌ସର ହସ୍ପିଟାଲ | *ଭୁବନେଶ୍ୱରରେ ପାଲିଏଟିଭ୍ କେୟାର ହସ୍ପିଟାଲ ନିର୍ମାଣ ପାଇଁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି | *ଉଭୟ ହସ୍ପିଟାଲ ନିର୍ମାଣ ପାଇଁ ବାଗଚି ଦମ୍ପତି ପ୍ରଦାନ କରିବେ ମୋଟ ୩୪୦…

ଅଜିତଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ । |କରୋନାରେ ପୀଡ଼ିତ ଅଜିତ ଆପୋଲୋ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି| ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅଜିତ ମଙ୍ଗରାଜଙ୍କ ଭାଇଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ

ରାୟଗଡା ଜିଲ୍ଲାର ସମସ୍ତ ସୀମା ସିଲ

ରାୟଗଡା : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାର ସମସ୍ତ ସୀମା ସୀଲ କଲା ଜିଲ୍ଲା ପ୍ରଶାସନ । ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍ ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ କରିବାକୁ ତତ୍ପର ହୋଇଛି

ହାଇଦରର ମୁଖ୍ୟ ସହଯୋଗୀ ୟାକୁବ୍ ଖାଁର ଆତ୍ମସମର୍ପଣ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ଫେରାର୍ ମାମଲାରେ ପୋଲିସ ତନାଘନା ଚଳାଇଥିବା ବେଳେ ହାଇଦରର ମୁଖ୍ୟ ସହଯୋଗୀ କୁହାଯାଉଥିବା ୟାକୁବ୍ ଖାଁ କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି । ସେ କଟକ ବଡମେଡିକାଲରେ ହାଇଦରକୁ ବାରମ୍ବାର ଭେଟି ବିରିୟାନୀ ଖାଇବାକୁ ଦେଇଥିବା କଥା ମାନିଥିବା ବେଳେ