Odia News Portal

ଶାରିରୀକ ଅଚଳ ଓ ଶର୍ଯ୍ୟାଶାୟୀ ଲୋକଙ୍କୁ ଟିକା ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ଭୁବନେଶ୍ୱର: ଶର୍ଯ୍ୟାଶୟୀ ଏବଂ ଶାରିରୀକ ଅଚଳ ଲୋକଙ୍କୁ ଟିକା ଦେବା ଲାଗି ଆରମ୍ଭ ହୋଇଛି ପଞ୍ଜିକରଣ । ବିଏସି ପକ୍ଷରୁ କରାଯାଇଛି ଏଭଳି ସୁବିଧା । ଏଯାବତ ୩୦ଜଣ ପଞ୍ଜିକରଣ କରରିଥିବା ଦେଖିବାକୁ ମିଳିଛି । ତେବେ ପଞ୍ଜିକୃତ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଯାଞ୍ଚ କରିବା ପରେ ଟିକା ପ୍ରଦାନ…

ସ୍ୱାମୀଙ୍କ ଚିକିତ୍ସା ଲାଗି ସହଯୋଗ ମାଗିଲେ ସ୍ତ୍ରୀ

ଭୁବନେଶ୍ୱର: ମାସେ ହେବ ହୋଇଥିଲା ବାହାଘର । ଏବେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅଛନ୍ତି ସ୍ୱାମୀ । ଆର୍ଥିକ ସହାୟତା ଲେଢ଼ିଲେ ସ୍ତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ୩୦ ବର୍ଷୀୟ ଯୁବକ ଅଭିଶେକ ମହାପାତ୍ର । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ଦିନ ଦ୍ୱିପ୍ରହରରେ ଗୋଡ଼ାଇ ଗୋଡ଼ାଇ ହାଣିଲେ । ବୁଦ୍ଧ ନଗର କଦଳୀ ଗୋଦାମ ବସ୍ତିରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କାର୍ତ୍ତିକ ସାହୁ ନାମକ ଜଣେ ଯୁବକଙ୍କ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି । ଅଧିକ ତଦନ୍ତ…

ମହିଳାଙ୍କୁ ଦୁଷ୍କର୍ମ କଲା ପଡୋଶୀ

ନୋଏଡ଼ା: ସ୍ୱାମୀ ତଳ ଘରେ ଥିଲେ । ସ୍ତ୍ରୀ ଛାତ ଉପର ମହଲାରେ ଶୋଇଥିଲେ । ସ୍ୱାମୀ ଆସିବା ନେଇ କବାଟ ଖୋଲା ରଖି ଶୋଇଥିଲେ ମହିଳା । ଯାହାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ କରିଛି ପଡୋଶୀ । ନୋଏଡ଼ାର ଭଙ୍ଗେଲ ଅଞ୍ଚଳରୁ ଆସିଛି ଏଭଳି ଲଜ୍ଜାଜନକ ଖବର । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା…

ବାରିପଦାରେ ବାତ୍ୟା ‘ୟାସ୍‌’ର କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍‌

ବାରିପଦା: ଭୟଙ୍କର ବାତ୍ୟା ୟାସର କ୍ଷୟକ୍ଷତି ଆକଳନ କରୁଛି କେନ୍ଦ୍ରୀୟ ଟିମ୍ । ଗତକାଲି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ବାଲେଶ୍ୱରରୁ ଆସି ବାରିପଦାର ସର୍କିଟ ହାଉସରେ ରହିଛି…

ଶ୍ରୀଲଙ୍କାରେ କମାଲ କରିବ ଧାୱନ-ଦ୍ରାବିଡ ଯୋଡ଼ି

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ୩ ବର୍ଷ ପରେ ଶ୍ରୀଲଙ୍କା ସହ ମ୍ୟାଚ ଖେଳିବ ଭାରତ । ତିନୋଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଜୁଲାଇ ୧୩ରେ ଆରମ୍ଭ ହେବାକୁ ଥିବା ଏହି ସିରିଜ ୨୫ରେ ଶେଷ ହେବ । ତେବେ ଏହି ଗସ୍ତରେ ବିରାଟ ଓ ରୋହିତ ଯିବେ ନାହିଁ । ସେମାନେ…

କରୋନା କଟକଣାକୁ ଫୁ କରି ମାଛ ଧରିଲେ ଶତାଧିକ ଲୋକ

ବୌଦ୍ଧ: କରୋନା କଟକଣାକୁ ଫୁ । ପୋଖରୀରୁ ମାଛ ଧରିଲେ ଶତାଧିକ ଲୋକ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ମୁଣ୍ଡରେ ରହିଥିବା ପୋଖରୀରେ ଶତାଧିକ ଲୋକ ମାଛ ମାରୁଥିବା ବେଳେ ଖୋଲାଖୋଲି ଭାବେ କଟକଣାକୁ ଫୁ କରିଦେଇଛନ୍ତି । ଯାହାକୁ ନେଇ ଏବେ…

ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ

ସମ୍ବଲପୁର: ସାପ କାମୁଡ଼ାରେ ଗଲା ଦୁଇ ଭଉଣୀଙ୍କ ଜୀବନ । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ହୀରାଲୋଇ ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ଦୁଇ ଭଉଣୀ ନାବାଳିକା ବୋଲି ଜଣାପଡିଛି । ମୃତକ ଦ୍ୱୟ ହେଲେ ୧୧ ବର୍ଷୀୟା ଲଲିତା ସୋରେନ ଓ ସାନ ଉଭଣୀ ସୁସ୍ମିତା ସୋରେନ(୯) । ଘଟଣାକୁ ନେଇ…

ନବମ ଶ୍ରେଣୀ ଛାତ୍ରୀକୁ ଟେକିନେଇ ଦୁଷ୍କର୍ମ କଲେ ଦୁଇ ଭାଇ

କେନ୍ଦ୍ରାପଡ଼ା: ଯୌନ ଲାଳସା ମଣିଷକୁ ପଶୁ ପାଲଟାଇ ଦେଇଥାଏ । କିଛିକ୍ଷଣର ସୁଖ ଲାଗି ବୟସର ତାରତମ୍ୟ କିମ୍ବା ସମ୍ପର୍କକୁ ଦେଖେନାହିଁ ଦେହଲୋଭୀ ମଣିଷ । ସେ ବୃଦ୍ଧା ହେଉ ବା ନାବାଳିକା କେହି ବି ବାଦ ପଡନ୍ତି ନାହିଁ ଏହି ନର ରାକ୍ଷସଙ୍କ କବଳରୁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…

ଆସନ୍ତା ୧୨ରେ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ବୈଠକ

ଭୁବନେଶ୍ୱର: ଲକଡାଉନରେ ଛାତ୍ର ଛାତ୍ରୀଙ୍କ ପାଠ ପଢ଼ାକୁ ନେଇ ସବୁ ବିଶ୍ୱ ବିଦ୍ୟାୟର କୁଳପତିଙ୍କ ବୈଠକ ଅନୁଷ୍ଠିତ ହେବ । ଆସନ୍ତା ୧୨ ତାରିଖରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି । ତେବେ ଏହି ବୈଠକରେ କଣ ନିଷ୍ପତି ନିଆଯିବ ତାଉପରେ ରହିଛି ସମସ୍ତ ନଜର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି…