Odia News Portal

ରାଜଧାନୀରେ ବଢୁଛି ସଂକ୍ରମଣ, ୧୭୧ ପଜିଟିଭ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମସି ) ଅଂଚଳରୁ ଗତକାଲି ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ଆଜି ୧୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୫ ଜଣ କ୍ୱାରେଂଟାଇନ୍ ରେ ଥିବା ବେଳେ ୧୨୬

ଚାଷୀଙ୍କୁ ନିବେଦନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କର କୃଷି ଆଇନ ବିରୋଧରେ ଲଗାତାର ବିରୋଧ କରୁଥିବା ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶନିବାର ନିବେଦନ କରିଛନ୍ତି। ଏଥିରେ ଦେଶରେ କରୋନା ଦ୍ୱିତୀୟ ଲହର ଚାଲୁଥିବା ନେଇ ସେ ସୂଚନା ଦେବା ସହ

ପୋଲିସର ଅପରେସନ୍ ହାଇଦର

କଟକ : କୁଖ୍ୟାତ ଗ୍ୟାଙ୍ଗଷ୍ଟ ହାଇଦର ଚମ୍ପଟ ମାରିବାପରେ ତାକୁ ଧରିବା ପାଇଁ ପୋଲିସ ଆପ୍ରାଣ ଉଦ୍ୟମ ଆରମ୍ଭ କରିଛି । ଏ ନେଇ ସ୍ପଷ୍ଟ କରିଛନ୍ତି ଜେଲ ଡିଜି । ଏସସିବିରେ ଚିକିତ୍ସତ ଥିବାବେଳେ ସୁରକ୍ଷାକର୍ମୀଙ୍କୁ ଧକ୍କା ମାରି ସେ ଖସି ପଳାଇଥିବା ସ୍ପଷ୍ଟ କରିଛନ୍ତି ଡିଜି । ତାକୁ ଧରିବା ପାଇଁ

ଏସସିବିରୁ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର

କଟକ : ସମସ୍ତଙ୍କୁ ଚକମା ଦେଇ ଚମ୍ପଟ ମାରିଲା ଗ୍ୟାଙ୍ଗଷ୍ଟର ହାଇଦର । ୧୨ ଦିନ ତଳେ ଏସସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲା ହାଇଦର । ବିଭିନ୍ନ ସଂଗୀନ ଅଭିଯୋଗରେ ସେ ଗିରଫ ହୋଇ ବନ୍ଦୀ ଜୀବନ ଭୋଗୁଥିଲା । ହାଇଦର ସମ୍ବଲପୁର ସର୍କଲ ଜେଲରେ ଥିବାବେଳେ ସେ ଅସୁସ୍ଥ