Odia News Portal

ମାଓ କବଜାରେ ନିଖୋଜ ଯବାନ

ମାଲକାନଗିରି: ଅ ।ଜି ଛତିଶଗଡ଼ରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଛତିଶଗଡ଼ର ବିଜାପୁର ମାଓ ହମଲା ଘଟଣାରେ ନିଖୋଜ ଯବାନଙ୍କୁ କବଜା କରି ରଖିଛନ୍ତି ମାଓବାଦୀ । ଗତ ୩ ଦିନ ଧରି ଯବାନ କବଜାରେ ଥିବା ସ୍ପଷ୍ଟ କଲା ମାଓ ସଙ୍ଗଠନ । ତେବେ

ଦେଶରେ ସଂକ୍ରମଣର ନୂଆ ରେକର୍ଡ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦୁ୍ତ ଗତିକୁ ଦେଖି ଛାନିଆ ପଶିଲାଣି । କିଛି ଦିନ ତଳେ ଦ୍ୱିତୀୟ ସଂକ୍ରମଣର ନାଁ ଶୁଣିବାକୁ ମିଳିଥିବାବେଳେ ଆଜି କୋକୁଆ ଭୟ ସୃଷ୍ଟି କରିଛି । କରୋନାଭାଇରସଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ କରି ଦୈନିକ ସଂକ୍ରମଣ

୨ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ

ନୂଆପଡ଼ା: ଜନସାଧାରଣ ଓ ପୋଲିସ୍ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ,ସୁରକ୍ଷା,ସେବା ପାଇଁ ନୂଆପଡ଼ାରୁ ୨ଜଣ ପୋଲିସ୍ ଅଧିକାରୀ ଆରକ୍ଷୀ ମହା ନିର୍ଦ୍ଦେଶକ ପଦକ ପାଇଛନ୍ତି |ତେବେ ଏହି ପଦକର ହକଦାର୍ ହୋଇଛନ୍ତି ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ଏବଂ ଏସଆଇ ଦେବାଶିସ ରାଉତ୍ | ତେବେ

ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଅନୀଲ ଦେଶମୁଖଙ୍କ ଇସ୍ତଫା

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅନୀଲ ଦେଶମୁଖ । ଆଜି ଅନୀଲଙ୍କ ନାମରେ ଥିବା ଅଭିଯୋଗର ଶୁଣାଣି କରି ବମ୍ବେ ହାଇକୋର୍ଟ ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ । ତେବେ ନିର୍ଦ୍ଦେଶ ଆସିବାର କିଛି ସମୟ ମଧ୍ୟରେ ଅନୀଲ ଦେଶମୁଖ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଦେଖା