Odia News Portal

୨୪ ଘଣ୍ଟାରେ ଦେଶରେ ୮୧, ୪୬୬ ସଂକ୍ରମିତ, ୪୬୯ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧, ୪୬୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪୬୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ତେବେ ଏଭଳି ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ସରକାର । କରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ

ସବୁ ରେକର୍ଡ ଅତିକ୍ରମ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର : ପୂର୍ବ ତଟ ରେଳପଥ 2020-21 ଆର୍ଥିକ ବର୍ଷରେ ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳବାଇର ସମସ୍ତ ରେକର୍ଡ ଭଙ୍ଗ କରିଛି  |  2020 ଏପ୍ରିଲ ପହିଲା ଠାରୁ 31 ମାର୍ଚ୍ଚ, 2021 ପର୍ଯ୍ୟନ୍ତ, ପୂର୍ବତଟ ରେଳପଥ 205 ନିୟୁତ ଟନ୍ ପଣ୍ୟ ପରିବହନ କରିଛି ଯାହାକି ସର୍ବାଧିକ ପଣ୍ୟ

୧୫ ସହରରେ ତାତି ୪୦ ଡିଗ୍ରି ଉପରେ

ଭୁବନେଶ୍ୱର: ଆଜି ତାତିର ମାତ୍ରା କିଛିଟା ହ୍ରାସ ପାଇଥିିଲେ ହେଁ ତାଳଚେର ଓ ଅନୁଗୁଳରେ ପ୍ରବଳ ଗରମ ଅନୁଭୂତ ହୋଇଛି । ଆଜି ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ସେଲସିୟସ ଉପରେ ରେକର୍ଡ କରାଯାଇଛି। ଆଜି ତାଳଚେର ଓ ଅନୁଗୁଳର ତାପମାତ୍ରା ସର୍ବାଧିକ ୪୨.୭ ଡିଗ୍ରି ରହିଥିବା ବେଳେ

ଓଡ଼ିଶା ଟିକସ ଭାଗରେ ୨୦୮୩ କୋଟି

ଭୁବନେଶ୍ବର : କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାୟ ୪୫ ହଜାର କୋଟିର ଅତିରିକ୍ତ ଟିକସ ଭାଗ ପ୍ରଦାନ କରିଛନ୍ତି । ଏହା ୨୦୨୦-୨୧ର ସଂଶୋଧିତ ଅଟକଳ ତୁଳନାରେ ୮.୨ ପ୍ରତିଶତ ଅଧିକ । ୨୦୨୦-୨୧ର ସଂଶୋଧିତ ଅଟକଳ ଅନୁସାରେ ରାଜ୍ୟମାନଙ୍କୁ ୫ ଲକ୍ଷ ୪୯ ହଜାର

ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ‘ଓଡ଼ିଶା ଦିବସର ଶୁଭେଚ୍ଛା’

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଭିଡିଓ ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହି ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଏବେ ଶାନ୍ତି ଓ ବିକାଶର ନୂଆ ପରିଚୟ ହୋଇଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ବିକାଶର

ବୀର ଓଡ଼ିଆ ଜାତି କେବେ ମୁଣ୍ଡ ନୁଆଇଁ ନଥିଲା

ପଶ୍ଚିମବଙ୍ଗ/ଭୁବନେଶ୍ୱର : ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷାଭିତିକ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । ଏକ ମହାନ ଲକ୍ଷ୍ୟ ଓ ଉଦେ୍ଦଶ୍ୟ ରଖି ମହାପୁରୁଷମାନେ ସୀମା ହୀନ, ଜାତିହୀନ ଓ ଭାଷାହୀନ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ । ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ

ବିଧାୟକ ଡ଼.ବ୍ୟୋମକେଶ ରାୟଙ୍କୁ ଡକ୍ଟରେଟ୍ ଉପାଧି

ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟ ପାଳୁଛି ୫୦ତମ ସମାବର୍ତ୍ତନ ଉତ୍ସବ | ଏହି ଅବସରରେ ଆଜି ପ୍ରଥମ ଦିନରେ ପାଳିତ ହୋଇଛି ଉପାଧି ବିତରଣ ଉତ୍ସବ | ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସହ ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ ,