Odia News Portal

ସିଏମ୍ ରିଲିଫ ପାଣ୍ଠିକୁ ଏସ୍ଏନ୍ କମ୍ପାନୀର ୧ କୋଟି ଦାନ

ଭୁବନେଶ୍ୱର:   ରାଜ୍ୟର କୋଭିଡ୍‌ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଏସ୍‌.ଏନ୍‌.ମହାନ୍ତି ମାଇନିଂ ଏବଂ ଷ୍ଟିଲ୍‌ କଂପାନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ କଂପାନୀର ଅଧ୍ୟକ୍ଷ

ପେନସନ ଅଦାଲତ ପାଇଁ ଦରଖାସ୍ତ ଅବଧି ବଢିଲା

ଭୁବନେଶ୍ୱର :  ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନ୍‌ସନ୍‌ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବଢାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା

ମାର୍କେଟ୍ ବିଲ୍ଡିଂ ୪୮ ଘଣ୍ଟା ସିଲ୍

ଭୁବନେଶ୍ୱର : କଟକଣା ମାନୁନଥିବାରୁ ମାର୍କେଟ୍ ବିଲ୍ଡିଂ ସିଲ୍ । ବିଏମସି ନେଲା କଡ଼ା କାର୍ଯ୍ୟାନୁଷ୍ଠାନ । ୪୮ ଘଣ୍ଟା ହେଲା ସିଲ୍ । ଆଜି ସଂଧ୍ୟାରେ ଡିସିି ଓ ବିଏମସିର ଜୋନାଲ୍ କମିଶନର ପୋଲିସ କର୍ମଚାରୀଙ୍କ ଅଚାନକ ଚଢାଉ କରିଥିଲେ । ସେତେବେଳେ ମାର୍କେଟ୍ ବିଲ୍ଡିଂରେ ଭିଡ଼ ୍ରବଳ ଥିଲା । ସବୁ

୧୦୦ ଟଙ୍କା କମିଲା କୋଭିସିଲ୍ଡ ଟିକା ଦର

ନୂଆଦିଲ୍ଲୀ : କୋଭିସିଲ୍ଡ ଟିକା ଦର ହ୍ରାସ କରିଛି ସେରମ ଇନିଷ୍ଟଚୁ୍ୟଟ୍ । ଯାହାକି ରାଜ୍ୟମାନଙ୍କ ପାଇଁ ଖୁସି ଖବର ଆଣିଛି । ଏ ନେଇ ଘୋଷଣା କରିଛନ୍ତି ସେରମ ଇନଷ୍ଟିଚୁ୍ୟଟ୍ ମୁଖ୍ୟ ସିଇଓ ଆଦର ପୁନାୱାଲା । ପୂର୍ବରୁ ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ଥିଲା ୪୦୦ ଟଙ୍କା । ଏହାର

ଭୋଟ ଗଣତି ପାଇଁ କଠୋର ନିୟମ

ନୂଆଦିଲ୍ଲୀ : ଗତକାଲି ନିର୍ବାଚନ କମିଶନର ବିଜୟ ଶୋଭାଯାତ୍ରା ଉପରେ କଟକଣା ଉପରେ ରୋକ୍ ଲଗାଇଥିବାବେଳେ ଆଜି ପୁଣି ନିୟମ କଡ଼ାକଡି କରିଛନ୍ତି । ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍ କାଉଣ୍ଟିଂ ସେଣ୍ଟରରେ

ନିୟମ ଭାଙ୍ଗି ୧୦ ହଜାର ଗଣିଲେ

ସମ୍ବଲପୁର : ଏକ ବିବାହ ଉତ୍ସବ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ଆଣାଯାଇଥିଲା। ହେଲେ ପ୍ରଶାସନ କୋଭିଡ ଗାଇଡଲାଇନ ଅନୁଯାୟୀ, ବିବାହ ଉତ୍ସବରେ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି ଦେଇଥିଲା। କିନ୍ତୁ ଉକ୍ତ ପରିବାର ଏହି ନିୟମକୁ ଖାତିର କରିନଥିଲେ। ବିବାହ ଉତ୍ସବକୁ ୫୦ରୁ ଅଧିକ

ଟ୍ବିନସିଟିକୁ ଡରାଇଲାଣି ଗୋଷ୍ଠୀ ସଂକ୍ରମଣ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବର ଓ କଟକରେ ଅଧିକ ପ୍ରବାସୀ ରହୁଛନ୍ତି । ଟ୍ବିନସିଟିରେ ପ୍ରତିଦିନ ପାଖାପାଖି ସଂକ୍ରମଣ ସଂଖ୍ୟା ହଜାରେ ରହୁଛି । ତେଣୁୁ ଗୋଷ୍ଠୀ ସଂକ୍ରମଣ ସ୍ଥିତି ସୃଷ୍ଟି ହୋଇଛି । ଭୁବନେଶ୍ୱର ଓ କଟକରେ କମ୍ୟୁନିଟି ଟ୍ରାନ୍ସମିସନ ପରିସ୍ଥିତି ଉପୁଜିଲାଣି । ଯେହେତୁ

ରାଜଧାନୀରୁ ଧରାପଡିଲେ ହାଇପ୍ରୋଫାଇଲ ଠକ ଗ୍ୟାଙ୍ଗ

ଭୁବନେଶ୍ୱର: ରାଜଧାନୀରେ ବଡ଼ ଠକେଇ ଘଟଣାର ପର୍ଦ୍ଦାଫାସ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ପୋଲିସ ମୋଟ 8 ଜଣଙ୍କୁ ଗିରଫ କରିଛି । ଅଙ୍ଗାଡ଼ିଆ ସ୍କିମ୍ ନାଁରେ ଏହି ଠକେଇ ଚାଲିଥିଲା ବଡ଼ ବଡ଼ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଠକ । ବେଆଇନ୍ ଟଙ୍କାକୁ