Odia News Portal

ଅପରାହ୍ନ ସାଢେ ୪ଟାରେ ପୋଲିସ ଡିଜିଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ସାଢେ ୪ଟା ବେଳେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ପୋଲିସ ଡିଜି ଅଭୟ । ତେବେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିବେ ବୋଲି କୁହାଯାଉଛି ।ତେବେ ଏହି ମଧ୍ୟରେ ଟ୍ୱିନ

ଭାରତର ପ୍ରକୃତ ବନ୍ଧୁ କଲା ସାହାଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରକୃତ ବନ୍ଧୁ କଲା ସାହାଯ୍ୟ । ରୁଷ୍‌ ଆଜି ଦୁଇଟି ବିମାନରେ ଭାରତ ପାଇଁ ମାନବୀମୟ ସହାୟତା ପ୍ରେରଣ କରିଛି। ସାମ୍ପ୍ରତିକ କୋଭିଡ୍‌ ବିରୋଧୀ ସଂଗ୍ରାମରେ ଏହି ସାମଗ୍ରୀଗୁଡ଼ିକ ଭାରତକୁ ସାହାଯ୍ୟ କରିବ। ବିମାନ ଦୁଇଟି ଗନ୍ତବ୍ୟ ପଥରେ ଯାତ୍ରା କରୁଥିବା ବେଳେ ରୁଷୀୟ

ସମାଜସେବାର ଜାତୀୟତାବାଦକୁ ଆଗେଇ ନେଉଛନ୍ତି ନବୀନ

ଭୁବନେଶ୍ୱର:ଓଡିଶାର ପବିତ୍ର ମାଟି ହେଉଛି କର୍ମଭୂମି । ଉତ୍କଳ ମାଟିରେ ବହୁ ମହାପୁରୁଷ ଜନ୍ମ ନେଇ ଜାତି ପାଇଁ ସମାଜସେବାର ସର୍ବୋତ୍କୃଷ୍ଟ ନିଦର୍ଶନ ଦେଖାଇ ଆମ ପ୍ରାଣ ସ୍ପନ୍ଦନରେ ଅମର ହୋଇଯାଇଛନ୍ତି। ସେହି ମହାନୁଭବଙ୍କ ପଦାଙ୍କ ଅନୁସରଣ କରି ସମାଜସେବାର ଜାତୀୟତାବାଦକୁ ଆଉ ପାଦେ ଆଗକୁ

ରାଜ୍ୟରେ ଆଉ ୧୨ ଆକ୍ରାନ୍ତ ପ୍ରାଣ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୯୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ

ରାଜ୍ୟରେ ସମାନ୍ତରାଳ ସ୍ଥିତିରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ସମାନ୍ତରାଳ ଭଳି ସ୍ଥିତିରେ ରହିଛି ସଂକ୍ରମଣ । କେତେବେଳେ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି । ଗତକାଲି ସଂକ୍ରମଣ ୮ହଜାର ଛୁଇଁଥିବା ସମୟରେ ଆଜି ସଂକ୍ରମଣ ୭ହଜାର ପାଖାପାଖି ରହିଛି । ତେବେ,ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ସିବିକେ

୭ ଦିନ ପାଇଁ ଭୁବନେଶ୍ୱର କୋର୍ଟ ସିଲ୍‌

ଭୁବନେଶ୍ୱର: ସିଲ ହେଲା ଭୁବନେଶ୍ୱର କୋର୍ଟ । ଭୁବନେଶ୍ୱର କୋର୍ଟରୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୭ ଦିନ ପାଇଁ ସିଲ୍‌ ହେଲା କୋର୍ଟ । ଅପ୍ରେଲ ୨୯ ତାରିଖରୁ ମେ’ ୫ ତାରିଖ ପର୍ଯ୍ୟନ୍ତ ଜୁଡିସିଆଲ କମ୍ପ୍ଲେକ୍ସକୁ ସିଲ୍‌ କରିଦିଆଯାଇଛି । କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ତୁରନ୍ତ

ସାଙ୍ଘାତିକ କରୋନାସ୍ଥିତି: ଆଜି ୬୯୯୮ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୬୯୯୮ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୫୫୧୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୪୪ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୦୫୪ ଜଣ

ସୁପର ବିଜୟ ସହ ଶୀର୍ଷରେ ସୁପରକିଙ୍ଗ୍ସ

ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ଆଇପିଏଲ୍‌ରେ ନିଜର ବିଜୟଯାତ୍ରା ଅବ୍ୟାହତ ରଖିଛି। ଓପନର ଋତୁରାଜ ଗାଏକଓ୍ଵାର୍ଡ ଓ ଫାଫ୍ ଡୁ ପ୍ଲେସିସ୍‌ଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଚେନ୍ନାଇ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରି ସହଜ ବିଜୟ ହାସଲ କରିଛି। ଏଥିସହ

ଟିକା ପାଇଁ ଉତ୍ସାହ : ୩ ଘଣ୍ଟାରେ ୮୦ ଲକ୍ଷ ପଞ୍ଜିକରଣ

ନୂଆଦିଲ୍ଲୀ : ଆଜିଠାରୁ ୧୮ ବର୍ଷରୁ ୪୪ ବର୍ଷ ପର୍ଯ୍ୟନ୍ତ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଯୁବବର୍ଗଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏପରି ହୋଇଥିଲା ଯେ, ପ୍ରତି ମିନିଟ୍ରେ ୨୭ ଲକ୍ଷରୁ ଅଧିକ ଲୋକ ପଞ୍ଜିକରଣ ପାଇଁ ଚେଷ୍ଟା କରୁଥିଲେ । କୋ ୱିନ୍ ଆପକୁ ଯାଇ