Odia News Portal

ନବୀନ ନିବାସ ସାମ୍ନାରେ ବିଜେପି ବିଧାୟକଙ୍କ ଧାରଣା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେପି ବିଧାୟକ।ତେବେ ବିଧାୟକଙ୍କ ଆସିବା କ୍ଷଣି ନବୀନ ନିବାସ ଗେଟ୍ ବନ୍ଦ କରାଯାଇଥିବାରୁ। ବିଜେପି ବିଧାୟକ ମାନେ ନବୀନ ନିବାସ ସାମ୍ନାରେ ଧାରଣାରେ ବସିଛନ୍ତି ।ତେବେ ବିଧାୟକ ମାନଙ୍କୁ ଭିତରକୁ ଯିବାକୁ ମନ୍ତ୍ରୀ

ରାଜ୍ୟରେ ଆଉ ୮୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୪୮୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଶ୍ରୀମନ୍ଦିରରେ ଡ୍ରୋନ୍‌ ଉଡ଼ାଇ ଏନ୍‌ଏସ୍‌ଜିର ସୁରକ୍ଷା ଯାଞ୍ଚ

ପୁରୀ: ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲା ଏନ୍‌ଏସ୍‌ଜି ଟିମ୍ । ଡ୍ରୋନ୍‌ ଉଡ଼ାଇ ବିଭିନ୍ନ ସ୍ଥାନର ଚିତ୍ର ଉତ୍ତୋଳନ କରାଯାଇ ଏନ୍‌ଏସ୍‌ଜିର ୩ ଜଣିଆ ଟିମ୍‌ ପକ୍ଷରୁ ସୁରକ୍ଷା ଯାଞ୍ଚ କରାଯାଇଛି । ଶ୍ରୀମନ୍ଦିରର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ପ୍ରଶାସନ ସହ

ଟ୍ରଲର ମାଲିକଙ୍କୁ ହତ୍ୟା, ୮ ଅଭିଯୁକ୍ତ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କୁ ଗୁଳିମାରି ହତ୍ୟା ମାମଲାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ ସହିତ ୨ ରାଉଣ୍ଡ ଗୁଳି, ତେଲେଙ୍ଗା କଟୁରି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ବାଇକ୍‌ ଜବତ କରାଯାଇଛି । ଏହି ଘଟଣାରେ

ପଶୁପ୍ରେମୀ ସାଂସଦଙ୍କୁ ସଂସଦରେ ସଲାମ୍

ଭୁବନେଶ୍ବର: ଟି-ସାର୍ଟ ପିନ୍ଧି ସଂସଦ ଅଧିବେଶନରେ ସାମିଲ ହେଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ଟି-ସାର୍ଟକୁ ନେଇ ଯେତିକି ଚର୍ଚ୍ଚା ହେଉନି ସେତିକି ତାଙ୍କ ଟି-ସାର୍ଟରେ ଥିବା ଲେଖାକୁ ନେଇ ହେଉଛି । ସାଂସଦ ଅନୁଭବଙ୍କ ଟି-ସାର୍ଟରେ #NoMore50 ଲେଖାଥିବା ଦେଖିବାକୁ ମିଳିଛି ।

ଭାରତ ପାଇଁ ‘କର ବା ମର ସ୍ଥିତି’

ଅହମ୍ମଦାବାଦ : ଚଳିତ ଟି-୨୦ ସିରିଜ୍ରେ ଆଶା ମୁତାବକ ପ୍ରଦର୍ଶନ କରିପାରିବାରେ ବିଫଳ ହୋଇଛି ଭାରତୀୟ କ୍ରିକେଟ ଟିମ୍ । ଆସନ୍ତାକାଲି ସିରିଜର ଚତୁର୍ଥ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ଓ ତୃତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମ୍ୟାଚ୍ ହାତଛଡ଼ା କରିଛି ଭାରତ । ଟସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଓଡିଶାବାସୀଙ୍କ ବଳିଦାନକୁ ନବୀନଙ୍କ ପ୍ରଶଂସା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ । ଆଉ ଲକଡାଉନ ସ୍ଥିତିକୁ ଫେରିବାନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ,ସଂକ୍ରମଣ ନେଇ ସତର୍କ ହେବା ଦରକାର । କୋଭିଡ