Odia News Portal

ମୁଖ୍ୟରାସ୍ତାରେ ପିପିଇ କିଟ୍ ଦେଖି ଲୋକ ଛାନିଆ

ବଲାଙ୍ଗୀର : ଗତବର୍ଷ କରୋନାକାଳରେ ବହୁ ସ୍ଥାନରେ ପିପିଇ ପଡ଼ିଥିବାରୁ ଦେଖିବାକୁ ମିଳିଥିଲା । କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ପିପିଇ କିଟ୍ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଉଛି । ତେବେ ଏହାର ସଦୁପଯୋଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଯଦି ପିପିଇ କିଟ୍କୁ ରାସ୍ତା ଫୋପାଡ଼ି ଦିଆଯାଏ ତେବେ ଏହା

ପଦ ହରାଇବେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ

ନୟାଗଡ଼: ଅନାସ୍ଥା ଭୋଟରେ ହାରିଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ।ତେବେ ଅନାସ୍ଥାରେ ହାରିବା ସହ ସରପଞ୍ଚ ପଦବୀ ହରାଇବେ ସୌମ୍ୟରଞ୍ଜନ। ପଞ୍ଚାୟତର ସମସ୍ତ ୧୫ ଓ୍ବାର୍ଡ ସଭ୍ୟ ସୌମ୍ୟରଞ୍ଜନଙ୍କ ବିରୋଧରେ ମତଦାନ କରିଥିବା ସମୟରେ ଏହି ଅନସ୍ଥା ପ୍ରସ୍ତାବକୁ ଲକ୍ଷ୍ମୀପ୍ରସାଦ

ଦ୍ୱିତୀୟ ଲହରରେ ନେଗେଟିଭ୍ ରିପୋର୍ଟ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ : ସଂପ୍ରତି ସାରା ଦେଶରେ କରୋନାର ଦ୍ୱିତୀୟ ଲହରୀ ଆତଙ୍କ ଖେଳାଇ ଦେଇଛି । ଜନସାଧାରଣଙ୍କୁ କରୋନାରୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ନେଉଛନ୍ତି । ଗତବର୍ଷ ଅପେକ୍ଷା ଦ୍ୱିତୀୟ ଲହର କ୍ଷୀପ୍ର ବେଗରେ ମାଡ଼ି ଚାଲିଥିବାବେଳେ ଏହାର ଲକ୍ଷଣ ମଧ୍ୟ

ୟୁପିରେ ହେବନି ଲକଡାଉନ୍ : ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ : ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆହ୍ଲାବାଦ କୋର୍ଟଙ୍କ ଲକଡାଉନ ନିଷ୍ପତ୍ତି ଉପରେ ଦୁଇ ସପ୍ତାହ ରହିତାଦେଶ ଜାରି କରିଛନ୍ତି । ସୋମବାର ଦିନ ଅ।ହ୍ଲାବାଦ ହାଇକୋର୍ଟ ବାରଣାସୀ,ଗୋରଖପୁର ସମେତ ୫ ସହରରେ ଏପ୍ରିଲ ୨୬ ପର୍ଯ୍ୟନ୍ତ ଲକଡାଉନ୍

ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପରେ ମୁହଁ ଖୋଲିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ବାେର୍ଡ ପରୀକ୍ଷା ବାତିଲ ଓ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆୟୋଜିତ ନେଇ ସରକାର ସ୍ପଷ୍ଟୀକରଣ ରଖିବା ପାଇଁ ଦାବି ଉଠାଇଛନ୍ତି ଛାତ୍ରଛାତ୍ରୀ । ଯାହାକୁ ନେଇ

ଆବଶ୍ୟକ ନଥିଲେ ଭାରତ ନଯିବାକୁ କହିଲା ସିଡିସି

ନୂଆଦିଲ୍ଲୀ:  ଆମେରିକାର ସେଣ୍ଟର୍‌ ଫର ଡିଜିଜ କଣ୍ଟ୍ରୋଲ୍‌ ଆଣ୍ଡ ପ୍ରିଭେନସନ ସଂସ୍ଥା ପକ୍ଷରୁ ଆମେରିକା ନାଗରିକଙ୍କୁ ସତର୍କ ସୂଚନା ଦିଆଯାଇଛି। ନିହାତି ଆବଶ୍ୟକ ନଥିଲେ ଭାରତ ନଯିବାକୁ ଦେଶର ନାଗରିକମାନଙ୍କୁ ପରାମର୍ଶ ଦେଲା ଆମେରିକା । ଦ୍ରୁତ ଗତିରେ ବଢ଼ୁଥିବା କରୋନା ସଂକ୍ରମଣକୁ