ଘାଟରେ ବୁଡ଼ିଗଲେ ଦୁଇ ନାବାଳିକା
ଲମତାପୁଟ : ମହାଶିବରାତ୍ରୀରେ ଆଜି ଏକ ଅଘଟଣ ଘଟି ଯାଇଛି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମତାପୁଟରେ ଅକାଳରେ ଚାଲିଯାଇଛି ଦୁଇ ନାବାଳିକାଙ୍କ ଜୀବନ । ମାଛ ଧରିବା ଦୁଇ ନାବାଳିକାଙ୍କ ପାଇଁ କାଳ ହୋଇଛି । ଆଜି ଦୁଇ ନାବାଳିକା ପାତାଳୀ ନଦୀର ପଡ଼େଇସିଙ୍ଗ ଘାଟକୁ ମାଛ ଧରିବାକୁ ଯାଇଥିଲେ । ହେଲେ!-->…
