ଝୁଲଣ, ମନ୍ଧାନା ଦେଲେ ବିଜୟ
ନୂଆଦିଲ୍ଲୀ : ପ୍ରଥମ ଦିନିକିଆରେ ପରାଜୟ ସ୍ୱାଦ ଚାଖିଥିବା ଭାରତୀୟ ମହିଳା କ୍ରିକେଟ ଦଳ ଆଜି ଦ୍ୱିତୀୟ ଦିନିକିଆରେ ପ୍ରତିପକ୍ଷ ଦକ୍ଷିଣ ଆ ଫ୍ରିକାକୁ ପରାସ୍ତ କରିଛି। ଝୁଲଣ ଗୋସ୍ବାମୀଙ୍କ ଦମ୍ଦାର ବୋଲିଂ ସାଙ୍ଗକୁ ସ୍ମୃତି ମନ୍ଧାନାଙ୍କ ଜବଦରସ୍ତ ବ୍ୟାଟିଂ ବଳରେ ମହିଳା ଦଳ 9 ଓ୍ୱିକେଟରେ!-->…
