ସଞ୍ଜନାଙ୍କ ହାତ ଧରିବେ କି ବୁମରା?
ମୁମ୍ବଇ : ଭାରତର ଡାହାଣହାତୀ ଦ୍ରୁତ ବୋଲର ଯଶପ୍ରୀତ ବୁମରା କିଛି ଦିନ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରୁ ଓହରି ଯାଇଥିବାର ଖବର ଆସିବା ପରେ ସେ ଚର୍ଚ୍ଚାର ଶିରୋନାମାରେ ଥିଲେ । ସେ ଏକ ବ୍ୟକ୍ତିଗତ କାରଣ ଦର୍ଶାଇ ବିସିସିଆଇକୁ ତାଙ୍କୁ ମୁକ୍ତ କରିବାକୁ କହିଥିଲେ। ସେବେଠାରୁ ଯଶପ୍ରୀତ!-->…
