Odia News Portal

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ହେଲେ ଜୟଦୀପ ଭଟ୍ଟନାଗର

ନୂଆଦିଲ୍ଲୀ: ପ୍ରେସ୍‌ ଇନଫରମେସନ୍‌ ବ୍ୟୁରୋ (ପିଆଇବି)ର ପ୍ରମୁଖ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଜୟଦୀପ ଭଟ୍ଟନାଗର । ୧୯୮୬ ବ୍ୟାଚ୍‌ର ଭାରତୀୟ ସୂଚନା ଅଧିକାରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଜୟଦୀପ ଭଟ୍ଟନାଗର ଏହା ପୂର୍ବରୁ ଦୂରଦର୍ଶନ ସମାଚାର ବିଭାଗ ଏବଂ ଦୂରଦର୍ଶନର

ଦକ୍ଷିଣ ଆଫ୍ରିକା ଫେରନ୍ତା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ଗଞ୍ଜାମରେ ଦକ୍ଷିଣ ଆଫ୍ରିକା ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ । ଗଞ୍ଜାମର ୪ଟି କେସ୍ ପରୀକ୍ଷା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଟିକା ନେଲେ ହର୍ଷବର୍ଦ୍ଧନ, ରାଜ୍ୟ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟିକାରଣ । ସୋମବାର ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ଟିକା ନେଇଥିବାବେଳେ ଆଜି ଅନେକ ବିଧାୟକ ଏବଂ ପୂର୍ବତନ ବିଧାୟକ ଟିକାକରଣ ପକ୍ରିୟାରେ ସାମିଲ ହୋଇଛନ୍ତି ।ସମୁଦାୟ ୨୦ ଜଣ ବିଧାୟକ ଆଜି ଟିକା ନେବେ ବୋଲି ଜଣାପଡିଛି । ଆଜିର

ଭିସୁଟର ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା

ସମ୍ବଲପୁର: ବୁର୍ଲା ଭିସୁଟର ଛାତ୍ରଛାତ୍ରୀଙ୍କୁ ହୋଇନାହିଁ କରୋନା । କିଟ୍ ଖରାପ ଯୋଗୁଁ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଣ୍ଟିଜେନ କିଟ୍ ଖରାପ ଥିବାରୁ ଏଭଳି ରିପୋର୍ଟ ଆସିଥିବା ବେଳେ ଆରଟି-ପିସିଆର ଟେଷ୍ଟରେ ସମସ୍ତ

ଆକାଂକ୍ଷୀ ଜିଲ୍ଲା ପାଇଁ ୧୦ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ରାଜ୍ୟର ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ସଚିବ ସ୍ତରିୟ ଅଧିକାରୀଙ୍କୁ ନିଯୁକ୍ତି । ନୀତି ଆୟୋଗ ଦ୍ୱାରା ଚିହ୍ନଟ ହୋଇଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି କ୍ଷେତ୍ରରେ ପଛୁଆ ଥିବା ୧୦ ଆକାଂକ୍ଷୀ ଜିଲ୍ଲାରେ ବିକାଶମୂଳକ କାମ ଅନୁଧ୍ୟାନ ପାଇଁ ୧୦