Odia News Portal

ସହିଦ କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର: କୋଭିଡ୍‌ ଡ୍ୟୁଟି ସମୟରେ କୌଣସି କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ହେଲେ ମିଳିବ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା । କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡ୍‌ ଡ୍ୟୁଟି ସମୟରେ କାର୍ଯ୍ୟରତ ଯୋଦ୍ଧାଙ୍କ ମୃତ୍ୟୁରେ…

ଯୁବ ବିଜେଡ଼ି ପକ୍ଷରୁ କୋଭିଡ୍ ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଯୁବପୀଢିଙ୍କୁ ନିଶୁଳ୍କ ଟିକାକରଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ବିଜୁ ଯୁବ ଜନତା ଦଳ ପକ୍ଷରୁ ୱେବିନାର୍‌ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ |ତେବେ ଏହି ୱେବିନାର୍‌ ରେ ଯୁବ ବିଜେଡ଼ି ପକ୍ଷରୁ ଜାରି କରାଯିବ କୋଭିଡ୍ ହେଲ୍ପଲାଇନ୍ ନମ୍ବର | ଯୁବ ବିଜେଡ଼ି…

କୋଭାକ୍ସିନ ଟିକା ଦର କମିଲା

ନୂଆଦିଲ୍ଲୀ : ପୁଣି ରାଜ୍ୟମାନଙ୍କୁ ଆଶ୍ୱସ୍ତି । ଗତକାଲି ସେରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡ ଟିକାର ଦର କମାଇବା ପରେ ଆଜି ଭାରତ ବାୟୋଟେକ୍ ତାର ଟିକାର ଦାମ୍ ହ୍ରାସ କରିଛି । ରାଜ୍ୟମାନଙ୍କୁ ଦିଆଯାଉଥିବା ଟିକାର ଦାମ ହ୍ରାସ କରାଯାଇଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା…

ରେଡ୍ ଘଟଣାରେ ଦୁଇ ପୋଲିସ କର୍ମୀ ନିଲମ୍ବିତ

ଭୁବନେଶ୍ୱର : ଓୟୋ ହୋଟେଲରେ ରେଡ୍ ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏଥିରେ ଜଣେ ହାବିଲଦାର ଓ କନଷ୍ଟେବଳ ଅଛନ୍ତି । ଉଭୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । ଏହି ଘଟଣାରେ ଜଣେ ଜଣେ ପୋଲିସ…

ଢେଙ୍କାନାଳ ଲଜ୍ୟା: ୭୦ବର୍ଷର ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ

ଢେଙ୍କାନାଳ: ୭୦ବର୍ଷର ବୃଦ୍ଧାଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିବା ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଅଚେତ ଅବସ୍ଥାରେ ବୃଦ୍ଧାଙ୍କୁ ପକାଇ ଦୁଷ୍କର୍ମକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ…

ଅମାନିଆଙ୍କଠୁ ୫.୨୪ କୋଟି ଟଙ୍କା ଫାଇନ୍

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ନେଇ ଆଜି ପ୍ରେସମିଟ୍ କରି ଲୋକଙ୍କୁ ସଚେତନ କରାଇଛନ୍ତି ପୋଲିସ ଡିଜି ଅଭୟ । ରାଜ୍ୟବାସୀଙ୍କୁ ସଂକ୍ରମଣ ରୋକିବାକୁ ତିନୋଟି ମନ୍ତ୍ର ଦେବା ସହିତ ସଟଡାଉନ୍ ଓ ନାଇଟ୍ କର୍ଫ୍ୟୁ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି ଡିଜିପି । ପୋଲିସ ଡିଜି ଅଭୟ…

ଅପରାହ୍ନ ସାଢେ ୪ଟାରେ ପୋଲିସ ଡିଜିଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ସାଢେ ୪ଟା ବେଳେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ପୋଲିସ ଡିଜି ଅଭୟ । ତେବେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିବେ ବୋଲି କୁହାଯାଉଛି ।ତେବେ ଏହି ମଧ୍ୟରେ ଟ୍ୱିନ…

ଭାରତର ପ୍ରକୃତ ବନ୍ଧୁ କଲା ସାହାଯ୍ୟ

ନୂଆଦିଲ୍ଲୀ: ଭାରତର ପ୍ରକୃତ ବନ୍ଧୁ କଲା ସାହାଯ୍ୟ । ରୁଷ୍‌ ଆଜି ଦୁଇଟି ବିମାନରେ ଭାରତ ପାଇଁ ମାନବୀମୟ ସହାୟତା ପ୍ରେରଣ କରିଛି। ସାମ୍ପ୍ରତିକ କୋଭିଡ୍‌ ବିରୋଧୀ ସଂଗ୍ରାମରେ ଏହି ସାମଗ୍ରୀଗୁଡ଼ିକ ଭାରତକୁ ସାହାଯ୍ୟ କରିବ। ବିମାନ ଦୁଇଟି ଗନ୍ତବ୍ୟ ପଥରେ ଯାତ୍ରା କରୁଥିବା ବେଳେ ରୁଷୀୟ…

ସମାଜସେବାର ଜାତୀୟତାବାଦକୁ ଆଗେଇ ନେଉଛନ୍ତି ନବୀନ

ଭୁବନେଶ୍ୱର:ଓଡିଶାର ପବିତ୍ର ମାଟି ହେଉଛି କର୍ମଭୂମି । ଉତ୍କଳ ମାଟିରେ ବହୁ ମହାପୁରୁଷ ଜନ୍ମ ନେଇ ଜାତି ପାଇଁ ସମାଜସେବାର ସର୍ବୋତ୍କୃଷ୍ଟ ନିଦର୍ଶନ ଦେଖାଇ ଆମ ପ୍ରାଣ ସ୍ପନ୍ଦନରେ ଅମର ହୋଇଯାଇଛନ୍ତି। ସେହି ମହାନୁଭବଙ୍କ ପଦାଙ୍କ ଅନୁସରଣ କରି ସମାଜସେବାର ଜାତୀୟତାବାଦକୁ ଆଉ ପାଦେ ଆଗକୁ…