Odia News Portal

ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ଜଣ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ: କରୋନା ସଂକଟ ମଧ୍ୟରେ ମହାରାଷ୍ଟ୍ରର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା ବଢ଼ ବଢ଼ି ଚାଲିଛି । ଥାନେର ପ୍ରାଇମ୍ କ୍ରିଟିକେୟାର୍ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡ ପରେ ହସ୍ପିଟାଲରୁ ରୋଗୀଙ୍କୁ ଅନ୍ୟ ମେଡିକାଲ ସ୍ଥାନାନ୍ତର କରାଯାଇଛି ।…

ନବୀନଙ୍କ ‘ଅମୂଲ୍ୟ’ ଦାନ ବଢାଇଛି ଓଡିଶାର ଗୌରବ

ଭୁବନଶ୍ୱେର: ଅମ୍ଲଜାନ ସଙ୍କଟକୁ ନେଇ ଏବେ ସାରା ଦେଶରେ ଚାଲିଛି ରାଜନୈତିକ ବାକବିତଣ୍ଡା । ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର କୋର୍ଟ କଚେରୀରେ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ଏପରିକି ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ରକୁ ଅକ୍ସିଜେନ ଅଭାବ ପାଇଁ ଦାୟୀ କରି…

ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ । ସମଗ୍ର ଆସାମ ସମେତ ଉତ୍ତର ବଙ୍ଗ ଏବଂ ଉତ୍ତରପୂର୍ବାଞ୍ଚଳର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ବୁଧବାର ସକାଳେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି। ରିକ୍ଟର୍‌ ସ୍କେଲ୍‌ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୪। …

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା ମହାମାରୀ କରୋନା

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୧୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କରୋନା ରେକର୍ଡ଼ ପାର୍: ୨୪ ଘଣ୍ଟାରେ ୮୩୮୬ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ପାର ୮୩୮୬ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮୫୧୫ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୦୫ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୭୮୧ ଜଣ…

ରେଡିଓରେ ସମ୍ବାଦ ପରିବେଷଣ ନେଇ ସୋଆ କମ୍ୟୁନିଟିର ଅଭିନବ ପ୍ରୟାସ

ଭୁବନେଶ୍ୱର: ସୂଚନା ଏପରି ଏକ ମାଧ୍ୟମ ଯାହାଦ୍ୱାରା ଆଜି ମଣିଷ ପ୍ରଗତି ପଥରେ ଆଗେଇ ଚାଲିଛି । ପୂର୍ବରୁ ଲୋକଙ୍କୁ କୌଣସି ବିଷୟରେ ଜାଣିବା ପାଇଁ ଅନେକ ପ୍ରୟାସ କରିବାକୁ ପଡ଼ୁଥିଲା । କିନ୍ତୁ ବର୍ତମାନ ଇଣ୍ଟରନେଟ୍ ଯୁଗରେ ସୂଚନା ଏବେ ହାତ ପାହନ୍ତାରେ ଉପଲବ୍ଧ । କିନ୍ତୁ ସେହି ସୂଚନା ଠିକ୍ ନା…

ଯାତ୍ରା ଜଗତକୁ ଡବଲ ଝଟକା

ଭୁବନେଶ୍ବର: ଯାତ୍ରା ଜଗତକୁ ଡବଲ ଝଟକା । ଗୋଟିଏ ଦିନରେ ଚାଲିଗଲା ଦୁଇ ବରିଷ୍ଠ କଳାକାରଙ୍କ ଜୀବନ । ମଙ୍ଗଳବାର ସକାଳେ ହାସ୍ୟ ଅଭିନେତା ଜଗବନ୍ଧୁ ରାଉତ(ଜଗା)ଙ୍କ ମୃତ୍ୟୁ ଘଟିଥିବା ବେଳେ ରାତିରେ ଅଭିନେତା ତୃପ୍ତି ପଣ୍ଡା ଆରପାରିକୁ ଚାଲିଯାଇଛନ୍ତି। ମଞ୍ଚରେ ହସାଇ ହସାଇ ବେଦମ କରୁଥିବା…

ବିଜୟଠୁ ୧ ରନ ପଛରେ ରହିଗଲା ଡିସି

ଅହମ୍ମଦାବାଦ: ରୋମାଞ୍ଚକର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ୧ ରନରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଛି। ରୋମାଞ୍ଚରେ ଭରପୂର ଏହି ମ୍ୟାଚରେ ଆରସିବି ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୧୭୧ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୪ ୱିକେଟ ହରାଇ ୧୭୦ ରନ୍ କରି ମାତ୍ର ୧…

ସାହିତ୍ୟ ସାଧକଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର- ଯାହାଙ୍କ ପାଖେ ଶବ୍ଦ ବି ନିଶବ୍ଦ ହୋଇ ଯାଉଥିଲା ସେ ହେଉଛନ୍ତି ବିଶିଷ୍ଟ ସାହିତ୍ୟ ସାଧକ ମନୋଜ ଦାସ । ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି । ଦୀର୍ଘ ୮ ମାସ ଧରି ପୁଡୁଚେରୀରେ ରହି ଚିକିତ୍ସିତ ହେଉଥିଲେ । ପୁଡୁଚେରୀ…