Odia News Portal

ଫିଲ୍ମ ‘ଆରଆରଆର’ରେ ଆଲିଆଙ୍କ ଫାଷ୍ଟ ଲୁକ୍

ଭୁବନେଶ୍ବର: ଫିଲ୍ମ ‘ଆରଆରଆର’ରେ ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି। ଫିଲ୍ମରେ ଆଲିଆ ଭଟ୍ଟ ସୀତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଆଲିଆଙ୍କ ଯେଉଁ ଫାଷ୍ଟ ଲୁକ ସାମ୍ନାକୁ ଆସିଛି ସେଥିରେ ସେ ଦମଦାର ଲୁକରେ ନଜର ଆସିଛନ୍ତି। ଫାଷ୍ଟ ଲୁକ ଦେଖି ଦର୍ଶକଙ୍କ ଉତ୍ସୁକତା ଆହୁରି

ଅର୍ଥନୀତିକୁ ଶକ୍ତି ଦେଇଛି କୃଷିକ୍ଷେତ୍ର: ନବୀନ

ଭୁବନେଶ୍ବର: ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’କୁ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ ସାଥିରେ ରହିଛି, ସେମାନଙ୍କ ପାଇଁ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ମିଲେଟ ମିଶନ ସାରା ଦେଶରେ

‘ମାନସିକ ଭାରସାମ୍ୟ ହରାଇ ବସିଲେଣି ଲେଖାଶ୍ରୀ’: ବିଜେଡ଼ି

ଭୁବନେଶ୍ବର: ବିଧାନସଭାରେ ବିଧାୟକଙ୍କ ସାନିଟାଇଜର ପିଇବା ଘଟଣାରେ ବିଜେପିକୁ ଖୁଲମଖୁଲା ଟାର୍ଗେଟ କରିଛି ବିଜେଡି । ବିଜେଡି ପାନେଲିଷ୍ଟ ଇପ୍ସିସା ସାହୁ କହିଛନ୍ତି, ବିଜେପି ବିଧାୟକ ବିଧାନସଭାରେ ଯେଉଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି ସେଥିପାଇଁ ଦଳର ଜଣେ ବରିଷ୍ଠ ନେତ୍ରୀ ମତ ରଖିବା

ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ପକ୍ଷରୁ ବିଜୁ ଜୟନ୍ତୀ ପାଳନ

ଭୁବନେଶ୍ବର: ବିଜୁ ବାବୁଙ୍କର ବ୍ୟକ୍ତିତ୍ବର ସବୁଠାରୁ ବଳିଷ୍ଠ ଦିଗ ହେଉଛି ତାଙ୍କ ସାହସିକତା । ସେ ରାଜନୀତି ହେଉ, ବା ବିମାନ ଚାଳନା – ସବୁ କ୍ଷେତ୍ରରେ ତାଙ୍କର ଅସୀମ ସାହସ ସବୁବେଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥାଏ।ଜଣେ ଦୁର୍ଦ୍ଦଶ ପାଇଲଟ ଭାବରେ ବିଜୁ ବାବୁ ଦେଶ ବିଦେଶରେ ସୁପରିଚିତ।

ଜୈସ୍‌ କମାଣ୍ଡର ସଜାଦ ନିପାତ

ଜାମ୍ମୁ: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହ ସୁରକ୍ଷା ବାହିନୀର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ଉପଲବ୍ଧ ସବିଶେଷ ତଥ୍ୟ ଅନୁଯାୟୀ ଏହି ଏନକାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ତଥା ଜୈସ୍‌ କମାଣ୍ଡର ସଜାଦ ଆଫଗାନୀ ସମେତ ଅନ୍ୟ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟଛି। ମୃତ

ପୁରୀ ବସଷ୍ଟାଣ୍ଡରେ ନିଆଁ, ଜଳିଗଲା ୩ ବସ୍

ପୁରୀ: ପୁରୀ ବସଷ୍ଟାଣ୍ଡରେ ଲାଗିଲା ନିଆଁ । ସୋମବାର ପୁରୀ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ଦୁଇଟି ବସରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କ ଜୀବନ ଉପରେ ବିପଦ ଆସିନଥିବା ସୂଚନା ମିଳିଛି । ବସଷ୍ଟାଣ୍ଡରେ ବସଗୁଡିକ ଖାଲି ଛିଡା ହୋଇଥିଲା । ଏହି ସମୟରେ

ଟ୍ରଲର ମାଲିକଙ୍କୁ ଗୁଳିମାରି ହତ୍ୟା

ବାଲେଶ୍ୱର: ବାଲେଶ୍ୱର ବଳରାମଗଡ଼ିରେ ଟ୍ରଲର ମାଲିକଙ୍କୁ ଗୁଳିମାରି ହତ୍ୟା । ବ୍ୟବସାୟିକ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସୂଚନା । ମୃତ ଟ୍ରଲର ମାଲିକଙ୍କ ନାମ ବିଜୟ ପ୍ରଧାନ । ବିଜୟ ‘ଦୀପା ତାରିଣୀ’ ଟ୍ରଲରର ମାଲିକ । ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ସମ୍ପର୍କରେ ଏବେ ସୁଦ୍ଧା କୌଣସି