ଦେଶରେ କରୋନା ଟିକାର ଡ୍ରାଏ ରନ୍
ଭୁବନେଶ୍ୱର: ଆଜିଠାରୁ ଓଡ଼ିଶା ସମେତ ସାରା ଦେଶରେ ହେବ କରୋନା ଟିକାର ଡ୍ରାଏ ରନ୍ । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଏହି ଡ୍ରାଏ ରନ୍ ହେବ । ପୂର୍ବରୁ ଦେଶର ୪ଟି ରାଜ୍ୟରେ ଟିକାର ଏହି ମକ୍ ଡ୍ରିଲ୍ ସଫଳ ହୋଇଥିବାବେଳେ ଆଜି ସାରା ଦେଶରେ ଡ୍ରାଏ ରନ୍ ହେବ । ଏଥିପାଇଁ ସମସ୍ତ!-->…
