ବ୍ଲୁ ଫ୍ଲାଗ୍ ମାନ୍ୟତା ଓ ଗ୍ଲାମ୍ପିଂ ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ମାନ ବୃଦ୍ଧି ହେବ
ଭୁବନେଶ୍ୱର() ଓଡ଼ିଶା ଉପକୂଳରେ ପୁରୀ ବ୍ୟତିତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ତଥା ଗ୍ଲାମ୍ପିଂ ଯୋଜନା ଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ ବୋଲି ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେ ଏହି ସବୁ…
