Odia News Portal

ଚାକିରି ଆଇଏଫଏସ କିନ୍ତୁ କୁବେର ସହ ସମାନ, ଭିଜିଲାନ୍ସ କରୁଛି ବୟାନ ରେକର୍ଟ

ଭୁବନେଶ୍ବର () ଚାକିରି ଆଇଏଫଏସ କିନ୍ତୁ କୁବେର ସହ ସମାନ । ଏତେ ସଂପତ୍ତି ଯେ ତାର କଳନା କରାଯାଇପାରୁନି । ଭିଜିଲାନ୍ସ ଅଫିସରଙ୍କ ଅକଲ ଗୁଡୁମ ହୋଇଯାଇଛି । ଗତ ୪୮ ଘଣ୍ଟା ଧରି ଚଢାଉ ଚାଲୁଛି । ଭିଜିଲାନ୍ସ ଯେତେ ଖୋଜୁଛି ସେତେ ସମ୍ପତ୍ତି ବାହାରୁଛି । ଗତକାଲି ରାତି ତମାମ ଚଢାଉ ଚାଲିଥିଲା ।…

ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର

ନୂଆଦିଲ୍ଲୀ() ଦେଶରେ କରୋନା ଭାଇରସର ବଢୁଥିବା ସଂଖ୍ୟକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କରିଛି କେନ୍ଦ୍ର । ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଏହାକୁ ବାତିଲ କରାଯାଇଛି । ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି ।…

ବାଦାମବାଡ଼ିରେ ଜଳିଗଲା ବସ

କଟକ()  କଟକ ବାଦାମବାଡ଼ିରେ ଗୁରୁବାର ଏକ ଅଘଟଣ ଘଟିଛି । ଏକ ଯାତ୍ରୀବାହୀ ବସ ଜଳିଯାଇଥିବା ଜଣାଯାଇଛି । ପାଲାମଣ୍ଡପ ପୁରୀ ବସ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ ଜଳିଯାଇଛି । ତେବେ ବସ ଭିତରେ କୌଣସି ଯାତ୍ରୀ ନଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା…

କରୋନାରେ ଆଉ ୧୭ ମୃତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ବର()  ଆଜି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…

୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ବର() ନୟାଗଡ଼ ପରୀ ହତ୍ୟା ଘଟଣାକୁ ନେଇ ଆଜି ବିଧାନସଭାରେ କଂଗ୍ରେସ ଓ ବିଜେପି ଦଳର ସଭ୍ୟମାନେ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ । ଯାହାଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବାଧ୍ୟ ହୋଇ ଗୃହର କାର୍ଯ୍ୟକ୍ରମକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ…

କାଳିଆର ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ

ଭୁବନେଶ୍ୱର()  କଟକ ବଡମେଡିକାଲରେ ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ ନେଇ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଡାକ୍ତରଙ୍କ ଅଦମ୍ୟ ଚେଷ୍ଟା ଓ…

ଆଜି ମହାପ୍ରଭୁଙ୍କ ବାମନ ବେଶ

ପୁରୀ() ଆଜି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ତଥା ବାମନ ବେଶ ଅନୁଷ୍ଠିତ ହେବ। ଅବକାଶ ପରେ ବେଶ ଆରମ୍ଭ ହେବ । ଠାକୁରେ ବାଙ୍କଚୂଡ଼ ବେଶରେ ବାମନ ସଦୃଶ୍ୟ ପ୍ରତୀୟମାନ ହେବେ। ସନ୍ଧ୍ୟାରେ ଗରୁଡ଼ ଉତ୍ଥାପନ ନୀତି ପାଳିତ ହେବ । ଗରୁଡ଼ ବିଗ୍ରହଙ୍କୁ…

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ

କଟକ()  ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ । ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ହୋଇଥିବା ସୂଚନା ମଳିିଛି ।ତେବେ ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବ କଥା ସୂଚନା ମିଳିଛି । ଯୋଡମୁଣ୍ଡ ଶିଶୁ ଜଗା କାଳିଆଙ୍କର ଦିଲ୍ଲୀ ସ୍ଥିତ ଏମ୍‌ସ୍‌ରେ ଅସ୍ତ୍ରୋପଚାର କରାଯାଇଥିଲା । ସଫଳ…

ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ସାଂଘାତିକ ଷଡଯନ୍ତ୍ର

ଭୁବନେଶ୍ବର () ନୟାଗଡ ପରୀ ହତ୍ୟା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି । କଂଗ୍ରେସ ଓ ବିଜେପି ହାତରେ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ନଥିବାରୁ ସେମାନେ ଏବେ ଏହାକୁ ଅସ୍ତ୍ର କରିଛନ୍ତି । ଏସବୁ ଭିତରେ ସୋସିଆଲ ମିଡିଆରେ ଘୁରୁଥିବା ଏକ ଫଟୋ ବୟାନ କରୁଛନ୍ତି ଷଡଯନ୍ତ୍ରର ସାଂଘାତିକ…

କଣ୍ଟାକ୍ଟ ଲେସ୍ ପେମେଣ୍ଟ ସେବା ଆରମ୍ଭ ନେଇ ଏସବିଆଇର ଘୋଷଣା

ନୂଆଦିଲ୍ଲୀ () ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ କଣ୍ଟାକ୍ଟ ଲେସ୍ ପେମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା କରିଛି । ବ୍ୟାଙ୍କ କହିଛି କି ମାଷ୍ଟରକାର୍ଡ କଷ୍ଟମରଙ୍କୁ ଏବେ ପଇସା ବାହାର କରିବା ପାଇଁ କାର୍ଡ ନେବା ଆବଶ୍ୟକ ନାହିଁ । ଗ୍ରାହକ ସମ୍ପର୍କ ରହିତ ଉପାୟରେ ଟ୍ୟାପ୍-ଆଣ୍ଡ-ଗୋ ବ୍ୟବହାର…