Odia News Portal

ନନ୍ଦନକାନନରେ ଲବ କୁଶ ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ବାଘ ଛୁଆ ଲବ କୁଶ ଅସୁସ୍ଥ । କାମ ଦେଉନି ସ୍ଥାନୀୟ ଡାକ୍ତରଙ୍କ ଚିକିତ୍ସା।ଯାହା ଫଳରେ ଏବେ ବାହାର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବାଘ ଛୁଆଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଚିଡିଆଖାନା ଓ ଇଣ୍ଡିଆନ୍ ଭେଟେରିନାରୀ ରିସର୍ଚ୍ଚ

ସମ୍ମୁଖ ଯୋଦ୍ଧାଙ୍କୁ ଅଫିସରେ ଟିକାକରଣ

ଭୁବନେଶ୍ୱର: ଆସନ୍ତା ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା । ତେବେ ଟିକାକରଣକୁ ସହଜ ଏବଂ ସୁବିଧାରେ ସମ୍ମୁଖ ଯୋଦ୍ଧାଙ୍କୁ ଦେବା ପାଇଁ ଏଥର ଅଫିସରେ ଦିଆଯିବ କରୋନା ଟିକା । ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ପାଇଁ ଏପରି ସୁବ୍ୟବସ୍ଥା କରାଯାଇଛି । ସମ୍ମୁଖ ଯୋଦ୍ଧାଙ୍କ ଅଫିସରେ

ନୃସିଂହନାଥ ମନ୍ଦିରର ବିକାଶ ସମୀକ୍ଷା

ବରଗଡ଼: ବରଗଡ଼ ଓ ବଲାଙ୍ଗୀର ଗସ୍ତରେ 5t ସଚିବ ଭିକେ ପାଣ୍ଡିଆନ୍ | ଆଜି ବରଗଡ଼ ଜିଲ୍ଲା ଗସ୍ତ କରିବେ 5t ସଚିବ | ଫୋକସ୍‌ରେ ଅଛି ପଶ୍ଚିମ ଓଡ଼ିଶା । ପାଇକମାଲରେ ନୃସିଂହନାଥ ମନ୍ଦିର ପରିଦର୍ଶନ ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରୁଛନ୍ତି । ବରଗଡ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମରେ ହାତୀ ଆକ୍ରମଣ। ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର। ସୂଚନା ଅନୁଯାୟୀ, ଶିମିଳିଛୁଇଁ ଗ୍ରାମର ଉତ୍ତମ ଦାସ ବନ କର୍ମଚାରୀଙ୍କ ଉପସ୍ଥିତିରେ ହାତୀ ଆଡକୁ ଚାଲି ଯାଇଥିଲେ। ବନ କର୍ମଚାରୀ ବାରଣ କରିବା

ଶବକୁ ବୋହି ମାନବିକତା ଦେଖାଇଲେ ଶିରିଷା

ଶ୍ରୀକାକୁଲମ: ଅଜଣା ବୃଦ୍ଧଙ୍କର ଶବକୁ ବୋହିଲେ ମହିଳା ସବ୍ ଇନ୍ସପେକ୍ଟର କେ. ଶିରିଷା। ଓଡିଶାର ଗଜପତି ଜିଲ୍ଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଶିବୁଗା(ପଲାସା) ଥାନାର ମହିଳା ସବ୍ ଇନ୍ସପେକ୍ଟର ହେଉଛନ୍ତି କେ.ଶିରିଷା । ଏହି ଥାନା ଅନ୍ତର୍ଗତ ଅଡାବି କତ୍ତୁରୁ

ରାଜଧାନୀବାସୀଙ୍କୁ ମିଳିବ ସ୍ମାର୍ଟ ଆଡ୍ରେସ୍‌

ଭୁବନେଶ୍ୱର:ରାଜଧାନୀବାସୀଙ୍କୁ ମିଳିବ ଡିଜିଟାଲ୍ ଡୋର୍ ନମ୍ବର|ରାଜଧାନୀବାସୀଙ୍କୁ ସ୍ମାର୍ଟ ଆଡ୍ରେସ୍‌ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି ବିଏମ୍‌ସି । ଏଥିପାଇଁ ଗତକାଲିଠାରୁ ପରୀକ୍ଷାମୂଳକ ଭାବେ ଡିଜିଟାଲ୍‌ ଡୋର୍‌ ନମ୍ବରିଂ ସର୍ଭେ କାମ ଆରମ୍ଭ ହୋଇ ଯାଇଛି । ସାଧାରଣତଃ ଘର ଠିକଣା

ଶୀତ ପାଇଁ ୧୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୦ ସହରରେ ୧୦ ଡିଗ୍ରୀ ତଳେ ରହିଛି ପାରଦ ।ହାଡ଼ଭଙ୍ଗା ଶୀତକୁ ନଜରରେ ରଖି ରାଜ୍ୟର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଜି ଜି ଉଦୟଗିରି ଏବଂ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିବାବେଳେ ଭୁବନେଶ୍ୱରରେ

ମେ’ ୪ରୁ ଆରମ୍ଭ ସିବିଏସଇ ପରୀକ୍ଷା

ନୂଆଦିଲ୍ଲୀ : ମେ’ ୪ରୁ ଆରମ୍ଭ ସିବିଏସଇ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ ଘୋଷଣା କଲା ସିବିଏସଇ । ସିବିଏସଇ ପରୀକ୍ଷା ନେଇ ସୂଚୀ ପ୍ରକାଶ କଲେ କେନ୍ଦ୍ର ସରକାର । ଏନେଇ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ।ଏହା ପୂର୍ବରୁ

ଭଦ୍ରକରେ ଥମୁନି ବେଆଇନ ଗୋ ଚାଲାଣ

ଭଦ୍ରକ: ଭଦ୍ରକରେ ଥମିବାର ନାଁ ଧରୁନି ବେଆଇନ ଗୋ ଚାଲାଣ | ବାରମ୍ବାର ଭଦ୍ରକରେ ଧରା ପଡ଼ୁଛି ବେଆଇନ ଗୋରୁ ଚାଲାଣ | ଯାହାକୁ ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ | ଏବେ ଗୋରୁ ମାଫିଆଙ୍କ ନଜରରେ ରହିଛନ୍ତି ବୁଲା ଷଣ୍ଢ | ଗତକାଲି ପୁଣି ବେଆଇନ ଗୋ ଚାଲାଣ ନେଇ ସହର ଭିତରେ ଉପୁଜି ଥିଲା