ଝରାଫୁଲ ମର୍ଡର: ସିନ୍ ରିକ୍ରିଏସନ କଲା ରାକେଶ
ଯାଜପୁର: ମୃତଦେହ ଫୋପାଡିଥିବା ସ୍ଥାନକୁ ଚିହ୍ନଟ କଲା ଅଭିଯୁକ୍ତ ରାକେଶ । କୁଆଖିଆ ଥାନା ଦିଆଲଖଣ୍ଡି ଅଞ୍ଚଳରେ ଯେଉଁଠାରୁ ଝରାଫୁଲଙ୍କ ମୃତଦେହ ମିଳିଥିଲା ସେଠାକୁ ରାକେଶକୁ ନିଆଯାଇ ମୃତଦେହ ମିଳିଥିବା ସ୍ଥାନକୁ ଚିହ୍ନଟ କରାଯାଇଛି । ଏଥିସହ ରାକେଶକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ!-->…
