Odia News Portal

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀଙ୍କ ପରଲୋକ

ଭୁବନେଶ୍ୱର()  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋଗ ଘଟିଛି । ଗତକାଲି ରାତିରେ ତାଙ୍କର ପରଲୋକ ହୋଇଥିବା ରାଜ୍ୟପାଳ ଟ୍ୱିଟ ଯୋଗେ ସୂଚନା ଦେଇଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଳରେ ଶୋକର…

କୋଟିପତି ପରିବାର ପାଇଁ ଓକିଲାତି କରୁଥିବା ରାମ ମାଧବଙ୍କୁ କିଛି ପ୍ରଶ୍ନ ….

ଭୁବନେଶ୍ବର () ସାରୁଅ ଜମି କେଳେଙ୍କାରୀ ସାଙ୍ଗକୁ ଦଳିତ ନାବାଳିକା ଦୁର୍ଷମ ଘଟଣା । ଦୁଇଟି ଯାକ ଘଟଣାରେ ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କ ମାଲିକାନାରେ ଥିବା ସଂସ୍ଥାର ସଂପୃକ୍ତି ସ୍ପଷ୍ଟ ହୋଇଛି । ହେଲେ ନିଜର ଭୁଲ ସ୍ବୀକାର କରିବା ପରିବର୍ତ୍ତେ ଅନ୍ୟ ଉପରେ ଦୋଷ ଲଦି ଅଜଥା ରାଜନୈତିକ…

ଜେଲ ଗଲେ କମେଡିଆନ ଭାରତୀ ଓ ସ୍ୱାମୀ ହର୍ଷ

ମୁମ୍ବାଇ() ମନୋରଞ୍ଜନ ଜଗତରେ ଡ୍ରଗ୍ସକୁ ନେଇ ଦିନକୁ ଦିନ ବଡ ବଡ ଖୁଲାସା ହେଉଛି । ଏହି ମାମଲାରେ ଗତକାଲି କମେଡି କ୍ୱିନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ଗିରଫ କରିଥିଲା ଏନସିବି । ଆଜି କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଭାରତୀ ସିଂ । ଭାରତୀଙ୍କ ସ୍ୱାମୀ ହର୍ଷ…

ହାଇକୋର୍ଟ ଜଗି-ଜୟଙ୍କ ଖସିଯିବାର ସୁଯୋଗକୁ ପଣ୍ଡ କରିଦେଇଛନ୍ତି

ଭୁବନେଶ୍ବର () ସାରୁଅ ଦଳିତ ଜମି ଦୁର୍ନୀତି ମାମଲା ରଦ୍ଦ ପାଇଁ ଆବେଦନ ଖାରଜ ଓ ଅନ୍ତରୀଣ ସୁରକ୍ଷା ହଟିଲା ପରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଗିରଫଦାରୀର ସମ୍ମୁଖୀନ ହୋଇଛନ୍ତି । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି…

ଆଉ ୧୫ଜଣଙ୍କର ମୃତ୍ୟୁ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…

ରାଜ୍ୟରେ ଆଜି ୬୩୮ ପଜିଟିଭ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୩୯୬୧ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଭାରତୀ ସିଂ ଗିରଫ

ମୁମ୍ବାଇ() ୪ଘଣ୍ଟା ଜେରା ପରେ କମେଡିଆନ ଭାରତୀ ସିଂ ଙ୍କୁ ଗିରଫ କରିଛି NCB। ଡ୍ରଗ୍ସ ସେବନ ମାମଲାରେ ଗିରଫ କରିଛି ଏନସିବି। ତେବେ ଆଜି ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା NCB। ଅନ୍ଧେରି ସ୍ଥିତ ଘରେ ଆଜି ରେଡ଼ ପରେ ମିଳିଥିଲା ଏହି ସାମଗ୍ରୀ। ଚଢାଉ ସମୟରେ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷ…

ବର୍ଷସାରା ନିରୋଗ ଓ ଉନ୍ନତ ମାଛ ଯାଆଁଳ ମିଳିବ

ଭୁବନେଶ୍ୱର () ମାଛ ସହଜରେ ଉପଲବ୍ଧ ଏକ ସ୍ୱାଦଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ହୋଇଥିବାବେଳେ ମତ୍ସ୍ୟଚାଷ ରାଜ୍ୟ ଅର୍ଥନୀତିରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥାଏ । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଜୀବନଜୀବିକାର ପନ୍ଥା ହୋଇଥିବାବେଳେ ଏଥିରେ ଆତ୍ମନିଯୁକ୍ତିର ଭରପୂର ସୁଯୋଗ ରହିଛି । କୃଷକମାନଙ୍କ ଆୟ…

ସୋଆରେ ଆୟୋଜିତ ହେବ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ୟାରେଡ କ୍ୟାମ୍ପ

ଭୁବନେଶ୍ୱର()  ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ରେ ରବିବାର ଠାରୁ ଆରମ୍ଭ ହେବ ୧୦ ଦିନିଆ ସାଧାରଣତନ୍ତ୍ର ଦିବସ ପୂର୍ବବର୍ତୀ ପ୍ୟାରେଡ କ୍ୟାମ୍ପ । ଏହି କ୍ୟାମ୍ପରେ ପୂର୍ବାଂଚଳ ଏବଂ ଉତର ପୂର୍ବାଂଚଳ ରାଜ୍ୟରୁ ୨୦୦ ଜଣ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଯୋଗ ଦେବେ । କେନ୍ଦ୍ର…

ଇଚ୍ଛା ଡ୍ୟାମ କାମ ଶୀଘ୍ର ସାରିବାକୁ ନବୀନଙ୍କ ଅନୁରୋଧ

ଭୁବନେଶ୍ୱର() ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖରିଫ ଋତୁରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପାଇଁ ଜଣାଇଛନ୍ତି ଧନ୍ୟବାଦ । ତ୍ରିପାକ୍ଷିକ ଚୁକ୍ତି ଅନୁସାରେ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଝାଡଖଣ୍ଡ…