Odia News Portal

ସୁର ରାଉତରାୟଙ୍କ ସହ କଥା ହେଲା ରୋବୋଟ

ଭୁବନେଶ୍ୱର()  ମାଡାମଙ୍କ ହାତରନ୍ଧା କେଉଁ ଖାଦ୍ୟ ଆପଣଙ୍କୁ ଭଲ ଲାଗେ? ମୋତେ ସନ୍ତୁଳା, ଚୁନା ମାଛ, ଦେଶୀ ଚିକେନ, ମଟନ ଓ ଉଷୁନା ଭାତ ଭଲ ଲାଗେ । ଆପଣ ଲକଡାଉନରେ ମାଡାମଙ୍କୁ ରୋଷେଇରେ ସାହାଯ୍ୟ କରିଥିଲେ କି? ନା । ଆପଣ ନବୀନ ବାବୁଙ୍କୁ ଟିକେ ଆମ ରେସ୍ତୋରାଁକୁ ଆଣି ଖୁଆଇବେ କି? ହଁ ।…

କରୋନାକୁ ପରାସ୍ତ କଲେ୯୨ ବର୍ଷୀୟା ବୟୋଜ୍ୟେଷ୍ଠା, ସମ୍ କୋଭିଡ ହସ୍ପିଟାଲ୍‌ରେ ହେଲେ ସୁସ୍ଥ

ଭୁବନେଶ୍ୱର() ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନା ଭଳି ଭୟଙ୍କର ବ୍ୟାଧିରୁ ମଧ୍ୟ ସୁସ୍ଥ ହୋଇପାରିବେ ବରିଷ୍ଠ ନାଗରିକମାନେ । ଏହି କଥାକୁ ପୁଣି ଥରେ ପ୍ରମାଣିତ କରିପାରିଛି ସମ୍ କୋଭିଡ ହସ୍ପିଟାଲ୍ । କରୋନାକୁ ପରାସ୍ତ କରିଛନ୍ତି ଜଣେ ୯୨ ବର୍ଷୀୟା ବୟୋଜ୍ୟେଷ୍ଠା । କରୋନା…

ଅର୍ଣ୍ଣବ ଗୋସ୍ୱାମୀଙ୍କ ଜାମିନ ଆବେଦନ ଅଗ୍ରାହ୍ୟ

ମୁମ୍ବାଇ() ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୁଣି ଲାଗିଛି ଝଟକା । ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ବମ୍ବେ ହାଇକୋର୍ଟ ଆଜି ମନା କରିଦେଇଛନ୍ତି । ଏହା ସହ ସେ ନିୟମିତ ଜାମିନ ଆବେଦନ କରିପାରିବେ ବୋଲି କହିଥିଲେ । ତେବେ ଜଣେ ୫୩ ବର୍ଷୀୟ ଇଣ୍ଟେରିଅର୍‌…

ଅର୍ଜୁନ ରାମପାଲଙ୍କ ଘରେ ଏନସିବି ଚଢାଉ

ମୁମ୍ବାଇ() ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ ମୋଡକୁ ନେଇ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ବଡ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଜି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଘରେ ଚଢାଉ କରିଛି ଏନସିବି । ଅର୍ଜୁନଙ୍କ ମୁମ୍ବାଇ…

ପୋଷ୍ଟାଲ ବାଲାଟ ପରେ ଇଭିଏମ୍ ଗଣତି

ଭୁବନେଶ୍ୱର() ରାଜ୍ୟରେ ଆସନ୍ତାକାଲି ୨ଟି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ସିଇଓ କହିଛନ୍ତି ଯେ, ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । କୋଭିଡ କଟକଣା ପାଇଁ…

କଟକରେ କାଳୀପୂଜା କଟକଣା

କଟକ()   କଟକରେ ଦୁର୍ଗା ପୂଜା ଭଳି କାଳୀ ପୂଜା ଆୟୋଜିତ ହେବ । କଟକରେ କାଳୀ ପୂଜାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । କାଳୀ ପୂଜା ସମୟରେ 15 ପ୍ଲାଟୁନ୍ ପୋଲିସ ଫୋର୍ସ ସହ 50 ଅଫିସର ମୁତୟନ ହେବେ । ସେହିପରି ମୂର୍ତ୍ତି ବିସର୍ଜନ ପାଇଁ 11ଟି ଅବସ୍ଥାୟୀ…

ଟ୍ରମ୍ପଙ୍କୁ ଛାଡ଼ପତ୍ର ଦେବେ ମେଲାନିଆ !

ୱାସିଂଟନ() ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ପରାସ୍ତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ କ୍ଷମତା ହରାଇବାକୁ ଯାଉଥିବା ବେଳେ ତାଙ୍କ ପାଇଁ ଆଉ କେତେକ ସମସ୍ୟା ସୃଷ୍ଟି ହେବାକୁ ଯାଉଛି । ନିର୍ବାଚନରେ ପରାସ୍ତ ହେବା ପରେ ଟ୍ରମ୍ପ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ।…

ଶ୍ରୀମନ୍ଦିର ଦ୍ୱାରରେ ଦେଖିବାକୁ ମିଳିବ ଉତ୍କଳୀୟ ଝଲକ

ପୁରୀ() ଶ୍ରୀମନ୍ଦିରର ୮ ଦ୍ୱାର ରୂପା ଛାଉଣୀ ହେବ । ଆଜି ଅପରାହ୍ଣରେ ଏନେଇ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ପୂର୍ବରୁ ଏନେଇ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଜି ବୈଠକରେ ଅନୁମୋଦନ ହେବ । ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର…

ଆଉ ୧୬ ମୁଣ୍ଡ ନେଲା କରୋନା, କେନ୍ଦୁଝରରୁ ସର୍ବାଧିକ

ଭୁବନେଶ୍ୱର() ଆଜି ୧୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୪୪୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି କେନ୍ଦୁଝର…

ଆଜି ୧୨୧୯ ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨ ହଜାର ପାର

ଭୁବନେଶ୍ବର() ୨୪ ଘଣ୍ଟା ମଧ୍ୟରେ ୧୨୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୨୭୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…